chandramani_barik

chandramani_barik Contact information, map and directions, contact form, opening hours, services, ratings, photos, videos and announcements from chandramani_barik, Grocers, Kendrapara.

ସାଥୀ ଯଦି ମନ ପସନ୍ଦ ର ହୋଇଥାଏ ତାହେଲେ କଣ୍ଟା ପଡ଼ିଥିବା ରାସ୍ତା ବି ଫୁଲ ବିଞ୍ଚା ଗଲା ପରି ଲାଗେ
22/04/2026

ସାଥୀ ଯଦି ମନ ପସନ୍ଦ ର ହୋଇଥାଏ ତାହେଲେ କଣ୍ଟା ପଡ଼ିଥିବା ରାସ୍ତା ବି ଫୁଲ ବିଞ୍ଚା ଗଲା ପରି ଲାଗେ

19/04/2026
2026 TRAVEL 🚘FAMILY PICNIC 🚘
11/02/2026

2026 TRAVEL
🚘FAMILY PICNIC 🚘

ସମୟର ଗତିପଥ କେବେ ଆଉ କେମିତି ବଦଳି ଯାଏ, ଏହା ସମ୍ବାଦ ପତ୍ର ଙ୍କୁ ପଚାରନ୍ତୁ....ଯାହା ସକାଳୁ ମୂଲ୍ୟବାନ ହୋଇଥାଏ ଆଉ ସନ୍ଧ୍ୟା ବେଳକୁ ରଦ୍ଧି.....
02/02/2026

ସମୟର ଗତିପଥ କେବେ ଆଉ କେମିତି ବଦଳି ଯାଏ, ଏହା ସମ୍ବାଦ ପତ୍ର ଙ୍କୁ ପଚାରନ୍ତୁ....ଯାହା ସକାଳୁ ମୂଲ୍ୟବାନ ହୋଇଥାଏ ଆଉ ସନ୍ଧ୍ୟା ବେଳକୁ ରଦ୍ଧି....

ଫରକ ନାହିଁ କିଏ ମୋ ବିଷୟରେ କଣ ଭାବୁଛି, ଫରକ ନାହିଁ କିଏ ମୋ ବିଷୟରେ କଣ କହୁଛି, କାରଣ ମୁଁ ମୋ style ରେ ବଞ୍ଚୁଛି, କାହା ବୋପାର ଖାଇକି ନୁହେ...
25/12/2025

ଫରକ ନାହିଁ କିଏ ମୋ ବିଷୟରେ କଣ ଭାବୁଛି, ଫରକ ନାହିଁ କିଏ ମୋ ବିଷୟରେ କଣ କହୁଛି, କାରଣ ମୁଁ ମୋ style ରେ ବଞ୍ଚୁଛି, କାହା ବୋପାର ଖାଇକି ନୁହେଁ କି କାହା ଆଗରେ ହାତ ଯୋଡିକି ନୁହେଁ, ଜୟ ଜଗନ୍ନାଥ

କାହିଁକି କେଜାଣି ଆଜିର ଅନୁଭୂତି ନିଆରା ଥିଲା କାହ୍ନା ଲାଗିଲା ଯେମିତି ଦେଉଳ ର ଗମ୍ଭୀରା ଭିତରେ ମୁଁ ଆଉ ମୋ କାହ୍ନୁ ଇଛା ହଉଥିଲା କେତେ କଣ ଗପି...
01/12/2025

କାହିଁକି କେଜାଣି ଆଜିର ଅନୁଭୂତି ନିଆରା ଥିଲା କାହ୍ନା
ଲାଗିଲା ଯେମିତି ଦେଉଳ ର ଗମ୍ଭୀରା ଭିତରେ ମୁଁ ଆଉ ମୋ କାହ୍ନୁ ଇଛା ହଉଥିଲା କେତେ କଣ ଗପିବାକୁ କିନ୍ତୁ ତତେ ଆଉ ତୋର ଚକା ଆଖି କୁ ଦେଖିଲେ କିଛି ମନେ ପଡ଼େନି,କେବଳ ମୋ କାଁହ୍ନୁ ଆଉ ମୋ ଆଖିର ଲୁହ 😞
ଚତୁର୍ଦ୍ଧା ମୂର୍ତ୍ତି ଙ୍କ ଦର୍ଶନ 🙏
କିଛି ଲୋଡ଼ା ନାହିଁ କାହ୍ନୁ
ଖାଲି ଏମିତି ତୋ ଦର୍ଶନ ମିଳୁଥାଉ 🙏❤️
ଜୟ ଜଗନ୍ନାଥ ⭕❗⭕

କାହିଁକି କେଜାଣି ଆଜିର ଅନୁଭୂତି ନିଆରା ଥିଲା କାହ୍ନା ଲାଗିଲା ଯେମିତି ଦେଉଳ ର ଗମ୍ଭୀରା ଭିତରେ ମୁଁ ଆଉ ମୋ କାହ୍ନୁ ଇଛା ହଉଥିଲା କେତେ କଣ ଗପି...
30/11/2025

କାହିଁକି କେଜାଣି ଆଜିର ଅନୁଭୂତି ନିଆରା ଥିଲା କାହ୍ନା ଲାଗିଲା ଯେମିତି ଦେଉଳ ର ଗମ୍ଭୀରା ଭିତରେ ମୁଁ ଆଉ ମୋ କାହ୍ନୁ ଇଛା ହଉଥିଲା କେତେ କଣ ଗପିବାକୁ
କିନ୍ତୁ ତତେ ଆଉ ତୋର ଚକା ଆଖି କୁ ଦେଖିଲେ କିଛି ମନେ ପଡ଼େନି,କେବଳ ମୋ କାଁହ୍ନୁ ଆଉ ମୋ ଆଖିର ଲୁହ 😞
ଚତୁର୍ଦ୍ଧା ମୂର୍ତ୍ତି ଙ୍କ ଦର୍ଶନ🙏
କିଛି ଲୋଡ଼ା ନାହିଁ କାହ୍ନୁ
ଖାଲି ଏମିତି ତୋ ଦର୍ଶନ ମିଳୁଥାଉ🙏❤️
ଜୟ ଜଗନ୍ନାଥ ⭕❗⭕

Address

Kendrapara

Website

Alerts

Be the first to know and let us send you an email when chandramani_barik posts news and promotions. Your email address will not be used for any other purpose, and you can unsubscribe at any time.

Share

Category