omprakashbehera82

  • Home
  • omprakashbehera82

omprakashbehera82 hii

06/11/2024
06/11/2024

ହରିଣ ସହ ବାଇକ୍ ଧକ୍କାରେ ସାମ୍ବାଦିକ ଆହତ ।

06/11/2024

କାକଟପୁରରେ ମହାଦୁର୍ନୀତି ହୋଇଥିବାର ଅଭିଯୋଗ ଆଧାରରେ
ବ୍ଲକରେ ପଶିବ କେନ୍ଦ୍ରୀୟ ସ୍ପେଶାଲ ଟିମ୍

କାକଟପୁର:୩/୧୧ ପୁରୀ ଜିଲ୍ଲା କାକଟପୁର ବ୍ଲକରେ ହୋଇଥିବା ବିଭିନ୍ନ ଦୁର୍ନୀତିକୁ ନେଇ କେନ୍ଦ୍ରୀୟ ଟିମ୍ କରିବାକୁ ଯାଉଛି ତନାଘନା |ଛନକା ପସିଲାଣି ଦୁର୍ନୀତିଖୋର ନେତା ଓ ଅଫିସରଙ୍କ ମଧ୍ୟରେ |କାକଟପୁର ବ୍ଲକରେ ସ୍ୱଛଭାରତ ମିସନ, ମନରେଗା, ସୌନ୍ଦଯ୍ୟକରଣ ଏବଂ ଉର୍ଣ୍ଣୟନ ମୂଳକ କାର୍ଯ୍ୟ କରିବାପାଇଁ ସରକାରଙ୍କ ତାହାବିଲରୁ କୋଟି କୋଟି ଟଙ୍କା ଅନୁଦାନ ରାଶି ଆସୁଥିବାବେଳେ ବ୍ଲକ ର କେତେକ ଦଲାଲ ଅଫିସର ଓ ରାଜନେତା ଏହାକୁ ମନଭରି ଲୁଟ କରିବାରେ ବ୍ୟସ୍ତ |ଖାସ କରି ନେତା ମାନେ ଅଫିସରଙ୍କୁ ସୁରକ୍ଷା ଦେବାର କାରଣ ହେଉଛି "ରାଧେ ରାଧେ ତମର ଅଧେକୁ ଆମର ଅଧେ"|ଜନସାଧାରଣ ମାନଙ୍କ ଆଖିରେ ଆଙ୍ଗୁଠିଗେଞ୍ଜି କାର୍ଯ୍ୟ ନକରି ମନଇଚ୍ଛା ବିଲ୍ କରି ଅର୍ଥ ହରିଲୁଟରେ ବ୍ୟସ୍ତ ରହୁଛନ୍ତି କେତେକ ଦଲାଲ ଅଫିସର ଓ ନେତା| ଦୁର୍ନୀତିର ଅଭିଯୋଗପରେ ଏବେ ସେଣ୍ଟ୍ରାଲ ଟିମ ନଜରରେ କାକଟପୁର ବ୍ଲକ | ତଦନ୍ତ ପରେ କେଉଁ କେଉଁ ଦୁର୍ନୀତିଖୋର ଅଫିସରଙ୍କ ଉପରେ ପଡୁଛି ସେଣ୍ଟ୍ରାଲ ତଦନ୍ତ ଟିମର ଛାଟ, ତାହାହିଁ ଦେଖିବାକୁ ବାକି |

06/11/2024
06/11/2024

ବେଆଇନ୍ ଭାବେ କଟା ଚାଲିଛି ଜଙ୍ଗଲ।

  2022🤙
06/12/2022

2022🤙

03/12/2022

Address


Website

Alerts

Be the first to know and let us send you an email when omprakashbehera82 posts news and promotions. Your email address will not be used for any other purpose, and you can unsubscribe at any time.

Contact The Business

Send a message to omprakashbehera82:

  • Want your business to be the top-listed Grocery Store?

Share