KUMAR SANU

KUMAR SANU Contact information, map and directions, contact form, opening hours, services, ratings, photos, videos and announcements from KUMAR SANU, Grocers, kurgal gate bangalore - 563102, Bangalore.

ବିଶ୍ୱ ଭାଇ ଙ୍କ କଠିନ ପରିଶ୍ରମ ର ଫଳ ଆଜି ତାଙ୍କୁ ମିଳିଛି, ବରୀ ବାସୀଙ୍କୁ ଏତିକି ଅନୁରୋଧ ବିଶ୍ୱ ଭାଇ ଙ୍କୁ ବିପୁଳ ସଂଖ୍ୟା ରେ ଶଙ୍ଖ ଚି଼ହ୍ନ ...
14/05/2024

ବିଶ୍ୱ ଭାଇ ଙ୍କ କଠିନ ପରିଶ୍ରମ ର ଫଳ ଆଜି ତାଙ୍କୁ ମିଳିଛି, ବରୀ ବାସୀଙ୍କୁ ଏତିକି ଅନୁରୋଧ ବିଶ୍ୱ ଭାଇ ଙ୍କୁ ବିପୁଳ ସଂଖ୍ୟା ରେ ଶଙ୍ଖ ଚି଼ହ୍ନ ରେ ମୋହର ମାରି ଜୟଯୁକ୍ତ କରାନ୍ତୁ 👍

ଗରିବ ଯୋଉଠି ବିଶ୍ୱ ସେଇଠି ଗରିବ ଲୋକଙ୍କ ସାହାରା ଆମ ବିଶ୍ୱ ଭାଇ ବରୀ ର ପ୍ରତୀକ 👍ବିଶ୍ୱ ଭାଇ ଙ୍କ ସହ ମିଶି ତାଙ୍କ ହାତ ମୁଠା କୁ ଟାଣ କରିବ ଓ ...
17/04/2024

ଗରିବ ଯୋଉଠି ବିଶ୍ୱ ସେଇଠି
ଗରିବ ଲୋକଙ୍କ ସାହାରା ଆମ
ବିଶ୍ୱ ଭାଇ ବରୀ ର ପ୍ରତୀକ 👍
ବିଶ୍ୱ ଭାଇ ଙ୍କ ସହ ମିଶି ତାଙ୍କ ହାତ
ମୁଠା କୁ ଟାଣ କରିବ ଓ ବରୀର
ଉନ୍ନତି ପାଇଁ ସତଚେଷ୍ଟା କରିବା 👍

ଦୁଃଖିଙ୍କ ଦରଦୀ ବନ୍ଧୁମାଉସୀ ମୋଉସା ଙ୍କ ପୁଅଯୁବ ପିଢୀଙ୍କ ଭାଇଆମ ସ୍ବାଭିମାନ ଆମ ଆଦର୍ଶଆମ ବିଶ୍ଵ ଭାଇଏ ଲଢେଇ ଏକା ବିଶ୍ଵ ଭାଇଙ୍କର ନୁହେଁ ଏ ଲ...
10/04/2024

ଦୁଃଖିଙ୍କ ଦରଦୀ ବନ୍ଧୁ
ମାଉସୀ ମୋଉସା ଙ୍କ ପୁଅ
ଯୁବ ପିଢୀଙ୍କ ଭାଇ
ଆମ ସ୍ବାଭିମାନ ଆମ ଆଦର୍ଶ
ଆମ ବିଶ୍ଵ ଭାଇ
ଏ ଲଢେଇ ଏକା ବିଶ୍ଵ ଭାଇଙ୍କର ନୁହେଁ ଏ ଲଢେଇ ଆମ ସମସ୍ତଙ୍କର ଲଢେଇ ଆସନ୍ତୁ ଆମ ସମସ୍ତେ ଏକ ହେବା ବିଶ୍ଵ ଭାଇଙ୍କୁ ଆଗେଇ ନେବା🙏ଗରିବ ଙ୍କ ସାଥି ବିଶ୍ୱ ଭାଇ ତାଙ୍କ ପରି ଆଉ କେହି ନାହିଁ ❤️

07/04/2024

କୁମ୍ଭୀର କାନ୍ଦଣା ଓ ନାଟକ ସରିଲା କେବେ ଇସ୍ତଫା ଦେବ ଜନତା ଅପେକ୍ଷାରେ
2019 revenge loading once again👍

07/04/2024

2019 ରେ ଡାକିକି ଟିକେଟ ଦେଲେ କାହିଁକିନା ତମେ ବିଶ୍ୱ ମଲ୍ଲିକର ଚେୟାରମ୍ୟାନ ଥିଲ 2024 ରେ ମାଗିଲେ ବି ମିଳିବ ନାହିଁ କାହିଁକିନା ତୁମ ହାତରେ ଚେୟାରମ୍ୟାନ ନାହିଁ
ବରୀ ରେ ବିଶ୍ୱ କେବଳ ବିଶ୍ୱ
🙏ଜୟ ଜଗନ୍ନାଥ🙏

ସକାଳର ଚା ଖଟିରେ ବିଶ୍ୱ ଭାଇ ଦୁଃଖୀ ଗରିବ ଲୋକ ଯୋଉଠି ଆମ ବିଶ୍ୱ ଭାଇ ସେଇଠି 👍
07/04/2024

ସକାଳର ଚା ଖଟିରେ ବିଶ୍ୱ ଭାଇ ଦୁଃଖୀ ଗରିବ ଲୋକ ଯୋଉଠି ଆମ ବିଶ୍ୱ ଭାଇ ସେଇଠି 👍

06/03/2024

ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମକୁ ଯିବାବେଳେ ପିହୁ ମାଆଙ୍କୁ ଅଟକ । ଝିଅ ନିଖୋଜ ଘଟଣାକୁ 4ବର୍ଷ ବିତିଯାଇଛି । ହେଲେ ଏପର୍ଯ୍ୟନ୍ତ ପିହୁକୁ ଖୋଜିବାରେ ବିଫଳ ହୋଇଛନ୍ତି ରାଜ୍ୟସରକାର । ନ୍ୟାୟ ମିଳିବନି ଓଡ଼ିଶାରେ ଧିକ ତମ 5t ସରକାର

25/02/2024

ବିଜେପିରେ ମିଶିଲେ ବରୀର ପୂର୍ବତନ ବିଧାୟକ ଦେବାଶିଷ ନାୟକ ସ୍ୱାଗତମ ବିଜେପି 💐💐ଏଥର ଲଢେଇ ହେବ 👍

Me and my mother visited the temple's
23/12/2023

Me and my mother visited the temple's

21/09/2023

odisha Jaipur

Happy birthday to my 👉lovely brother. Enjoy your 🎂special day to the fullest! Lots of love to you.
06/07/2023

Happy birthday to my 👉lovely brother. Enjoy your 🎂special day to the fullest! Lots of love to you.

Address

Kurgal Gate Bangalore - 563102
Bangalore

Telephone

+919632020616

Website

Alerts

Be the first to know and let us send you an email when KUMAR SANU posts news and promotions. Your email address will not be used for any other purpose, and you can unsubscribe at any time.

Contact The Business

Send a message to KUMAR SANU:

Share

Category