09/08/2023
ଧାମନଗର ବ୍ଲକ ଗେଙ୍ଗୁଟି ନଦୀରେ ତିନିଗୋଟି ସ୍କେପ ବୁଲି ଦେଖିବା ସହ, ଖଡ଼ିପଦା ପଞ୍ଚାୟତ କାଞ୍ଜିଆପାଳ ଗ୍ରାମର ବନ୍ୟାରେ କ୍ଷତିଗ୍ରସ୍ତ ଅଞ୍ଚଳ ବୁଲିଛନ୍ତି। ଲୋକମାନଙ୍କ ସ୍ୱାସ୍ଥ୍ୟ ସମ୍ପର୍କରେ ବୁଝିବା ସହ ବନ୍ୟାରେ ସୁଜୟ ଦାସଙ୍କ ପୁତ୍ର ଭାଶିଯାଇ ମୃତୁ ହୋଇଥିବା ହେତୁ ତାଙ୍କ ବାସଭବନରେ ପହଞ୍ଚି ପରିବାର ବର୍ଗଙ୍କୁ ସମବେଦନା ଜଣାଇବା ସହ ଅମର ଆତ୍ମାର ସଦଗତି କାମନା କରିଛନ୍ତି ଯୁବ ସମାଜେସେବୀ ଡାକ୍ତର ସଞ୍ଜୟ ଦାସ।