bulu Patnaik

bulu Patnaik National dal Congress party

ଭଦ୍ରକ ମାଟିର ଲଢ଼ୁଆ ପୁଅ Fiazuddin Khan ଭାଇଙ୍କୁ* ଜନ୍ମଦିନର ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ 🎂🎉 ୨୫ ନମ୍ୱର୍ ୱାର୍ଡ ର ଯୁବ ନେତାଭଗବାନଙ...
05/05/2026

ଭଦ୍ରକ ମାଟିର ଲଢ଼ୁଆ ପୁଅ Fiazuddin Khan ଭାଇଙ୍କୁ* ଜନ୍ମଦିନର ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ 🎂🎉 ୨୫ ନମ୍ୱର୍ ୱାର୍ଡ ର ଯୁବ ନେତା

ଭଗବାନଙ୍କ ଆଶୀର୍ବାଦରୁ ଭାଇ ସୁସ୍ଥ ରୁହନ୍ତୁ, ଦୀର୍ଘାୟୁ ହୁଅନ୍ତୁ ଆଉ ଭଦ୍ରକ ମାଟିର ନାଁ ଆହୁରି ଉଜ୍ଜ୍ୱଳ କରନ୍ତୁ।

୨୫ ନମ୍ୱର୍ ୱାର୍ଡ ଯୁବ ନେତା Fiazuddin ଭାଇ ଆଜି ଦଳ କାର୍ଯ୍ୟ ରେ ଯୋଗ ଦେଲେ
22/04/2026

୨୫ ନମ୍ୱର୍ ୱାର୍ଡ ଯୁବ ନେତା Fiazuddin ଭାଇ ଆଜି ଦଳ କାର୍ଯ୍ୟ ରେ ଯୋଗ ଦେଲେ

ପବିତ୍ର ଅକ୍ଷୟ ତୃତୀୟା ଅବସରରେ ସମସ୍ତ କୃଷକ ଭାଇ ଓ ଭଉଣୀମାନଙ୍କୁ ମୋର ହାର୍ଦ୍ଦିକ ଶୁଭେଚ୍ଛା।🙏ମାଟି ସହ ଆପଣଙ୍କ ପରିଶ୍ରମ ଓ ସମର୍ପଣ ହିଁ ଆମ ଓ...
20/04/2026

ପବିତ୍ର ଅକ୍ଷୟ ତୃତୀୟା ଅବସରରେ ସମସ୍ତ କୃଷକ ଭାଇ ଓ ଭଉଣୀମାନଙ୍କୁ ମୋର ହାର୍ଦ୍ଦିକ ଶୁଭେଚ୍ଛା।🙏

ମାଟି ସହ ଆପଣଙ୍କ ପରିଶ୍ରମ ଓ ସମର୍ପଣ ହିଁ ଆମ ଓଡ଼ିଶାର ଗର୍ବ।
ଏହି ଶୁଭ ଦିନରେ ଆପଣଙ୍କ ଖେତରେ ଭଲ ଫସଲ, ଘରେ ସୁଖ-ସମୃଦ୍ଧି ଓ ଜୀବନରେ ସଫଳତା ଆସୁ — ଏହି ଆନ୍ତରିକ କାମନା। 🙏

ଜନ୍ମଦିନ ର ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ Jamaluddin Khan ସବୁ ବେଳେ ଖୁସୀ ରେ ରୁହନ୍ତୁ ଏତିକି ମୋ ପ୍ରାର୍ଥନା
07/04/2026

ଜନ୍ମଦିନ ର ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ Jamaluddin Khan ସବୁ ବେଳେ ଖୁସୀ ରେ ରୁହନ୍ତୁ ଏତିକି ମୋ ପ୍ରାର୍ଥନା

ରାଜନୀତି ଗୋଟିଏ ଜାଗାରେ ଆଉ ସମ୍ପର୍କ ଗୋଟିଏ ଜାଗାରେ
29/03/2026

ରାଜନୀତି ଗୋଟିଏ ଜାଗାରେ ଆଉ ସମ୍ପର୍କ ଗୋଟିଏ ଜାଗାରେ

Asit Pattnaik 🙏
27/03/2026

Asit Pattnaik 🙏

ଜୟ ଶ୍ରୀରାମ 🚩

ରାମାୟ ରାମ ଭଦ୍ରାୟ ରାମ ଚନ୍ଦ୍ରାୟ ମାନସେ,
ରଘୁନାଥାୟ ନାଥାୟ ସୀତୟା ପତୟେ ନମଃ ।।

ପବିତ୍ର ଶ୍ରୀ ରାମ ନବମୀ ଉପଲକ୍ଷେ ଭଦ୍ରକ ତଥା ଓଡ଼ିଶାର ଅଗଣିତ ଶ୍ରୀରାମ ଭକ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଏବଂ ଅଭିନନ୍ଦନ।ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମଙ୍କ ଅପାର କରୁଣାରୁ ସମସ୍ତଙ୍କ ଜୀବନ ସୁଖ,ଶାନ୍ତି ଏବଂ ସମୃଦ୍ଧିରେ ଭରିଯାଉ ।

ପବିତ୍ର ଶ୍ରୀରାମ ନବମୀ ଅବସରରେ ସମସ୍ତଙ୍କୁ ମୋର ଆନ୍ତରିକ ଶୁଭେଚ୍ଛା ଓ ଅଭିନନ୍ଦନ । ମର୍ଯ୍ୟାଦା ପୁରୁଷୋତ୍ତମ ପ୍ରଭୁ ଶ୍ରୀରାମ ସମସ୍ତଙ୍କୁ ସତ୍ୟ...
27/03/2026

ପବିତ୍ର ଶ୍ରୀରାମ ନବମୀ ଅବସରରେ ସମସ୍ତଙ୍କୁ ମୋର ଆନ୍ତରିକ ଶୁଭେଚ୍ଛା ଓ ଅଭିନନ୍ଦନ । ମର୍ଯ୍ୟାଦା ପୁରୁଷୋତ୍ତମ ପ୍ରଭୁ ଶ୍ରୀରାମ ସମସ୍ତଙ୍କୁ ସତ୍ୟ, ଧର୍ମ ଓ ନ୍ୟାୟ ପଥରେ ଆଗକୁ ବଢ଼ିବାକୁ ଶକ୍ତି ପ୍ରଦାନ କରନ୍ତୁ । ତାଙ୍କ ଆଶୀର୍ବାଦରୁ ସଭିଙ୍କ ଜୀବନ ସୁଖମୟ ଓ ଆନନ୍ଦମୟ ହେଉ ।

ଭଦ୍ରକ ପୌରପାଳିକାର ପୂର୍ବତନ ଅଧ୍ୟକ୍ଷା ଓ ବରିଷ୍ଠ ନେତ୍ରୀ ଶ୍ରୀମତୀ ହେମାଙ୍ଗିନି ସାହୁଙ୍କ ଦେହାନ୍ତରେ ଗଭୀର ଶୋକ ପ୍ରକାଶ କରୁଛି। ଭଦ୍ରକର ଉନ୍...
10/03/2026

ଭଦ୍ରକ ପୌରପାଳିକାର ପୂର୍ବତନ ଅଧ୍ୟକ୍ଷା ଓ ବରିଷ୍ଠ ନେତ୍ରୀ ଶ୍ରୀମତୀ ହେମାଙ୍ଗିନି ସାହୁଙ୍କ ଦେହାନ୍ତରେ ଗଭୀର ଶୋକ ପ୍ରକାଶ କରୁଛି। ଭଦ୍ରକର ଉନ୍ନୟନ ପାଇଁ ତାଙ୍କର ସମର୍ପଣ ଓ ସେବା ସଦା ସ୍ମରଣୀୟ ରହିବ।
ଶୋକସନ୍ତପ୍ତ ପରିବାରକୁ ହୃଦୟଙ୍ଗମ ସମବେଦନା।
ଈଶ୍ୱର ତାଙ୍କ ଆତ୍ମାଙ୍କୁ ଶାନ୍ତି ପ୍ରଦାନ କରନ୍ତୁ।
🙏🙏

ଦୋଳେଶ୍ଚ ଦୋଳଗୋବିନ୍ଦ ଚାପେଚ ମଧୁସୂଦନ।    ରଥେତ୍ଵଂ ବାମନଂ ଦୃଷ୍ଟ୍ବା ପୁନର୍ଜନ୍ମ ନ ବିଦ୍ୟତେ।।ସନାତନ ସଂସ୍କୃତିର ଅନନ୍ୟ ପର୍ବ ପବିତ୍ର ଦୋଳ ପ...
03/03/2026

ଦୋଳେଶ୍ଚ ଦୋଳଗୋବିନ୍ଦ ଚାପେଚ ମଧୁସୂଦନ।
ରଥେତ୍ଵଂ ବାମନଂ ଦୃଷ୍ଟ୍ବା ପୁନର୍ଜନ୍ମ ନ ବିଦ୍ୟତେ।।

ସନାତନ ସଂସ୍କୃତିର ଅନନ୍ୟ ପର୍ବ ପବିତ୍ର ଦୋଳ ପୂର୍ଣ୍ଣିମା ଉପଲକ୍ଷେ ଓଡ଼ିଶାବାସୀଙ୍କୁ ମୋର ହାର୍ଦ୍ଦିକ ଶୁଭେଚ୍ଛା। ପ୍ରଭୁ ଦୋଳ ଗୋବିନ୍ଦଙ୍କ ଆଶୀର୍ବାଦରୁ ସଭିଙ୍କ ଜୀବନରେ ସୁଖ ଓ ସମୃଦ୍ଧି ଭରିଯାଉ ଏହା ହିଁ କାମନା।

ଆପଣଙ୍କୁ ଏବଂ ଆପଣଙ୍କ ପରିବାରକୁ ହୋଲି ର ଶୁଭେଚ୍ଛା। ଆପଣଙ୍କ ଜୀବନ ସୁଖ ଏବଂ ସମୃଦ୍ଧିରେ ପରିପୂର୍ଣ୍ଣ ହେଉ।
03/03/2026

ଆପଣଙ୍କୁ ଏବଂ ଆପଣଙ୍କ ପରିବାରକୁ ହୋଲି ର ଶୁଭେଚ୍ଛା। ଆପଣଙ୍କ ଜୀବନ ସୁଖ ଏବଂ ସମୃଦ୍ଧିରେ ପରିପୂର୍ଣ୍ଣ ହେଉ।

ମାତୃଭାଷା ଦିବସରେ ସଭିଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା। ଯୁବ ନେତା Fiazuddin ଭାଇଙ୍କ ତରଫରୁ ସମସ୍ତଙ୍କୁ
21/02/2026

ମାତୃଭାଷା ଦିବସରେ ସଭିଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା।
ଯୁବ ନେତା Fiazuddin ଭାଇଙ୍କ ତରଫରୁ ସମସ୍ତଙ୍କୁ

Address

Bhadrak

Website

Alerts

Be the first to know and let us send you an email when bulu Patnaik posts news and promotions. Your email address will not be used for any other purpose, and you can unsubscribe at any time.

Share

Category