Ama Odisha/ଆମ ଓଡ଼ିଶା

Ama Odisha/ଆମ ଓଡ଼ିଶା Professional profile of odisha

Rip Abhijit Majumdar sir 🙏
25/01/2026

Rip Abhijit Majumdar sir 🙏

22/01/2026

Deeply saddened by the loss of 10 brave Indian Army personnel in the tragic vehicle accident in Doda, J&K. Their courage and sacrifice will never be forgotten.

Our thoughts and prayers are with the families of the fallen and with the injured for a speedy recovery. 🇮🇳

ଜାତୀୟ କନ୍ୟା ସନ୍ତାନ ଦିବସ ଉପଲକ୍ଷେ ସାଇକଲ ଓ ପଦଯାତ୍ରା ଦ୍ଵାରା ସଚେତନତା ଶୋଭାଯାତ୍ରା ,ସମ୍ମାନୀୟ ଜିଲ୍ଲାପାଳଙ୍କ ଦ୍ଵାରା ଶୁଭାରମ୍ଭ lଅଧିକ ...
22/01/2026

ଜାତୀୟ କନ୍ୟା ସନ୍ତାନ ଦିବସ ଉପଲକ୍ଷେ ସାଇକଲ ଓ ପଦଯାତ୍ରା ଦ୍ଵାରା ସଚେତନତା ଶୋଭାଯାତ୍ରା ,ସମ୍ମାନୀୟ ଜିଲ୍ଲାପାଳଙ୍କ ଦ୍ଵାରା ଶୁଭାରମ୍ଭ lଅଧିକ ଅପଡେଟ ଜାଣିବାପାଇଁ fecebook ପେଜ୍ କୁ follow କରନ୍ତୁ।

ନିଶା ମୁକ୍ତ ଓଡ଼ିଶା
22/01/2026

ନିଶା ମୁକ୍ତ ଓଡ଼ିଶା

 #ବିଜେଡିରୁ_ସନାତନ_ମହାକୁଡ଼_ଅରବିନ୍ଦ_ମହାପାତ୍ର_ସସ୍‌ପେଣ୍ଡ-୨ ବିଧାୟକଙ୍କୁ ସସ୍‌ପେଣ୍ଡ କଲା ବିଜେଡି-ବିଧାୟକ ସନାତନ ମହାକୁଡ଼ ଓ ଅରବିନ୍ଦ ମହା...
15/01/2026

#ବିଜେଡିରୁ_ସନାତନ_ମହାକୁଡ଼_ଅରବିନ୍ଦ_ମହାପାତ୍ର_ସସ୍‌ପେଣ୍ଡ
-୨ ବିଧାୟକଙ୍କୁ ସସ୍‌ପେଣ୍ଡ କଲା ବିଜେଡି
-ବିଧାୟକ ସନାତନ ମହାକୁଡ଼ ଓ ଅରବିନ୍ଦ ମହାପାତ୍ର ସସ୍‌ପେଣ୍ଡ
-ବିଧାୟକ ସନାତନ ମହାକୁଡ଼ ଓ ଅରବିନ୍ଦ ମହାପାତ୍ର ସସ୍‌ପେଣ୍ଡ
-ବରିଷ୍ଠ ନେତା ବିଜୟ ମହାପାତ୍ରଙ୍କ ପୁଅ ଅରବିନ୍ଦ ପାଟକୁରା ବିଧାୟକ
-ଚମ୍ପୁଆରୁ ପ୍ରତିନିଧିତ୍ବ କରୁଛନ୍ତି ସନାତନ ମହାକୁଡ

ଭାରତ ପାଇଁ ଏହା ଏକ ବଡ଼ ଶକ୍ତ ଧକ୍କା। ପ୍ରତିଷ୍ଠିତ ଶାଙ୍ଘାଇ ର଼୍ୟାଙ୍କିଙ୍ଗ୍ ୨୦୨୫ (Academic Ranking of World Universities) ର ରିପୋର୍...
15/01/2026

ଭାରତ ପାଇଁ ଏହା ଏକ ବଡ଼ ଶକ୍ତ ଧକ୍କା। ପ୍ରତିଷ୍ଠିତ ଶାଙ୍ଘାଇ ର଼୍ୟାଙ୍କିଙ୍ଗ୍ ୨୦୨୫ (Academic Ranking of World Universities) ର ରିପୋର୍ଟ ଅନୁସାରେ, ବିଶ୍ୱର ଶ୍ରେଷ୍ଠ ୫୦୦ ଶିକ୍ଷାନୁଷ୍ଠାନ ମଧ୍ୟରେ ଭାରତର ଗୋଟିଏ ବି ବିଶ୍ୱବିଦ୍ୟାଳୟ ସ୍ଥାନ ପାଇନାହାନ୍ତି। ଏହି ରିପୋର୍ଟ ଆଜି ସେହି ପ୍ରାଥମିକତା ଉପରେ ପ୍ରଶ୍ନ ଉଠାଉଛି, ଯେଉଁଠି ଦେଶ ଶିକ୍ଷା ଓ ଗବେଷଣା ଅପେକ୍ଷା ପ୍ରତୀକାତ୍ମକ ପ୍ରକଳ୍ପ ଓ ଭାବପ୍ରବଣ ମୁଦ୍ଦାକୁ ଅଧିକ ଗୁରୁତ୍ୱ ଦେଉଛି।

ଭାରତ ଆଜି ଏକ ଏମିତି ସମୟ ଦେଇ ଗତି କରୁଛି, ଯେଉଁଠି ସବୁଠାରୁ ବଡ଼ ପ୍ରଶ୍ନ ହେଉଛି ଆମର 'ପ୍ରାଥମିକତା'। ଦେଶ ସାମ୍ନାରେ ବେକାରୀ, ଦୁର୍ବଳ ଶିକ୍ଷା ବ୍ୟବସ୍ଥା, ପଛୁଆ ଗବେଷଣା ଏବଂ ବିଶ୍ୱସ୍ତରୀୟ ବୈଷୟିକ ପ୍ରତିଯୋଗିତା ଭଳି ଗମ୍ଭୀର ଆହ୍ୱାନ ଛିଡ଼ା ହୋଇଛି। କିନ୍ତୁ ବିଡ଼ମ୍ବନାର ବିଷୟ ହେଉଛି, ଆମର ସାଧାରଣ ଆଲୋଚନାର ଏକ ବଡ଼ ଅଂଶ ଅସଲ ପ୍ରସଙ୍ଗରୁ ବିଚ୍ୟୁତ ହୋଇ କେବଳ ଭାବପ୍ରବଣତା ଓ ପ୍ରତୀକାତ୍ମକ ରାଜନୀତି ମଧ୍ୟରେ ସୀମିତ ରହିଯାଇଛି।

ବିଶ୍ୱ ସ୍ତରରେ ଆଜି ବି ଭାରତର ବିଶ୍ୱବିଦ୍ୟାଳୟଗୁଡ଼ିକ ଶୀର୍ଷ ମାନ୍ୟତାରୁ ବହୁ ଦୂରରେ। ଏହା ସେହି ସମୟର କଥା, ଯେତେବେଳେ ଆମ ପାଖରେ ବିଶ୍ୱର ସବୁଠାରୁ ବଡ଼ ଯୁବ ଶକ୍ତି ରହିଛି। ପ୍ରଶ୍ନ ଉଠୁଛି—ଆମେ କ’ଣ ଶିକ୍ଷା ଏବଂ ଗବେଷଣାକୁ ସେହି ଗୁରୁତ୍ୱ ଦେଇଛୁ, ଯାହା ୨୧ତମ ଶତାବ୍ଦୀରେ ହେବା କଥା?

ଗ୍ରାମୀଣ ଭାରତର ସ୍ଥିତି ଆହୁରି ଚିନ୍ତାଜନକ। ହଜାର ହଜାର ଗାଁରେ ସ୍କୁଲଗୁଡ଼ିକ ସୀମିତ ସମ୍ବଳ ସହ ଚାଲିଛି। କେଉଁଠି ଶିକ୍ଷକ ଅଭାବ ତ କେଉଁଠି ଭିତ୍ତିଭୂମିର ଶୂନ୍ୟତା। ଗତ କିଛି ବର୍ଷ ମଧ୍ୟରେ ବିଭିନ୍ନ ରାଜ୍ୟରେ ହଜାର ହଜାର ସ୍କୁଲ ଓ କଲେଜ ବନ୍ଦ ହେବା କିମ୍ବା ମିଶ୍ରଣ ହେବା ଏକ ବିପଜ୍ଜନକ ସଙ୍କେତ। ଶିକ୍ଷାନୁଷ୍ଠାନକୁ ସୁଦୃଢ଼ କରିବା ପରିବର୍ତ୍ତେ ସେଗୁଡ଼ିକୁ ସମେଟି ଦେବା ଦ୍ୱାରା ଗରିବ ଓ ଗ୍ରାମୀଣ ପରିବାର ପାଇଁ ଶିକ୍ଷାର ଦ୍ୱାର ସୀମିତ ହୋଇଯାଉଛି।

ଆଜି ଦେଶରେ ବଡ଼ ବଡ଼ ଆୟୋଜନ ଏବଂ ପ୍ରତୀକାତ୍ମକ ପ୍ରକଳ୍ପ ଉପରେ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି। ବିକାଶ ଖରାପ ନୁହେଁ, କିନ୍ତୁ ପ୍ରଶ୍ନ ହେଉଛି—ଏହି ଖର୍ଚ୍ଚ କ’ଣ ଦେଶର ଦୀର୍ଘକାଳୀନ ଭବିଷ୍ୟତକୁ ଶକ୍ତିଶାଳୀ କରୁଛି? ଯଦି ଏହି ସମ୍ବଳଗୁଡ଼ିକ ଶିକ୍ଷା, ସ୍ୱାସ୍ଥ୍ୟ, ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟାରେ ବିନିଯୋଗ ହୁଅନ୍ତା, ତେବେ ଏହାର ପ୍ରଭାବ ଆଗାମୀ ଅନେକ ପିଢ଼ି ପର୍ଯ୍ୟନ୍ତ ଅନୁଭୂତ ହୁଅନ୍ତା।

ଦେଶର ଯୁବକ ଆଜି ଡିଗ୍ରୀ ଧରି ମଧ୍ୟ ଅନିଶ୍ଚିତ ଭବିଷ୍ୟତ ସହ ସଂଗ୍ରାମ କରୁଛି। ଗବେଷଣା ଓ ନବସୃଜନର ସୁଯୋଗ ସୀମିତ ଥିବାରୁ 'ବ୍ରେନ୍ ଡ୍ରେନ୍' ବା ପ୍ରତିଭା ପଲାୟନ ବଢ଼ୁଛି। ଯଦି ଭାରତକୁ ବିଶ୍ୱ ନେତୃତ୍ୱ ନେବାକୁ ହେବ, ତେବେ ଜ୍ଞାନ ଏବଂ କୌଶଳ ବିକାଶକୁ କେନ୍ଦ୍ରବିନ୍ଦୁରେ ରଖିବାକୁ ହେବ।

ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ସମାଲୋଚନା ହଜାରେ କରାଯାଉ, ନିନ୍ଦା ବି ହଜାରେ କରାଯାଉ, ସରଳ ମୁଖ୍ୟମନ୍ତ୍ରୀ ବୋଲି ହଜାରେ ମଜାକ୍ ବି ଉଡ଼ାଯାଉ.....
15/01/2026

ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ସମାଲୋଚନା ହଜାରେ କରାଯାଉ, ନିନ୍ଦା ବି ହଜାରେ କରାଯାଉ, ସରଳ ମୁଖ୍ୟମନ୍ତ୍ରୀ ବୋଲି ହଜାରେ ମଜାକ୍ ବି ଉଡ଼ାଯାଉ... କିନ୍ତୁ ଏହା ଅସ୍ବୀକାର କେବେ ବି କରି ହେବନି ଯେ ଆମ ସଂସ୍କୃତି ପରମ୍ପରାକୁ ସମ୍ମାନ ଦେଉଥିବା ମଣିଷ ସିଏ। VIP ହୋଇ ବି vip ମାନସିକତା ନାହିଁ। ନଚେତ୍ VIP ମାନସିକତା ଥିବା ଲୋକ କେବେ ନଦୀରେ ବୁଡ଼ ପକାଏନି, କେବେ କାହା ସହ ଫଟୋ ଉଠାଇବା ପାଇଁ ଆଗେ ନିଜେ ପୋଜ ଦିଏନି, କେବେ ସାଧାରଣ ଲୋକଙ୍କ ଭଳି ବଞ୍ଚିବାକୁ ଚେଷ୍ଟା କରେନି... 🙏❤️

ଲୋକ ଭବନ ଉଦ୍ୟାନ ୧୦ ରୁ ୨୦ ଜାନୁଆରୀ ୨୦୨୬ ପର୍ଯ୍ୟନ୍ତ ଅପରାହ୍ନ ୨:୩୦ ରୁ ସନ୍ଧ୍ୟା ୬:୧୫ ପର୍ଯ୍ୟନ୍ତ ଜନସାଧାରଣଙ୍କ ପରିଦର୍ଶନ ପାଇଁ ଖୋଲାରହିବ...
15/01/2026

ଲୋକ ଭବନ ଉଦ୍ୟାନ ୧୦ ରୁ ୨୦ ଜାନୁଆରୀ ୨୦୨୬ ପର୍ଯ୍ୟନ୍ତ ଅପରାହ୍ନ ୨:୩୦ ରୁ ସନ୍ଧ୍ୟା ୬:୧୫ ପର୍ଯ୍ୟନ୍ତ ଜନସାଧାରଣଙ୍କ ପରିଦର୍ଶନ ପାଇଁ ଖୋଲାରହିବ।

ସ୍କୁଲ ଛାତ୍ରଛାତ୍ରୀମାନେ (ଦଶମ ଶ୍ରେଣୀ ପର୍ଯ୍ୟନ୍ତ) ସକାଳ ୮:୩୦ ରୁ ୧୦:୩୦ ପର୍ଯ୍ୟନ୍ତ ବିଦ୍ୟାଳୟ ଦ୍ୱାରା ପ୍ରାପ୍ତ ଅନୁମତି କ୍ରମେ ଆସିପାରିବେ।

Rip Kuni Chhatriaa 😭😭ଭଗଵାନ ତମର ଆତ୍ମା କେ ଶାନ୍ତି 🙏ଦେଉନ୍ ନାନୀ ପଶ୍ଚିମ ଓଡିଶା ର ଲୋକଗିତ୍ ଗାଇକା ଆଉ ଇ ଦୁନିଆ ରେ ନାଇଁନ 🪔🕯️🕯️
15/01/2026

Rip Kuni Chhatriaa 😭😭
ଭଗଵାନ ତମର ଆତ୍ମା କେ ଶାନ୍ତି 🙏ଦେଉନ୍ ନାନୀ ପଶ୍ଚିମ ଓଡିଶା ର ଲୋକଗିତ୍ ଗାଇକା ଆଉ ଇ ଦୁନିଆ ରେ ନାଇଁନ 🪔🕯️🕯️

15/01/2026

ନିମନ୍ତ୍ରଣ ରହିଲା ଜାଗ୍ରତ ହୁଏ

Address

Odisha
Bhubaneswar

Website

Alerts

Be the first to know and let us send you an email when Ama Odisha/ଆମ ଓଡ଼ିଶା posts news and promotions. Your email address will not be used for any other purpose, and you can unsubscribe at any time.

Shortcuts

Share

Category