Delhi Diarie Sambalpuri

Delhi Diarie Sambalpuri This page always try to promote our western odisha culture and religion �

ଆମର୍ ଚାଷିର୍ ଖୁସିର୍ ତିହାର୍ ପୁଷପୂନୀ ଉଧେ ସଂକୁ ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ।ଆଏବାର୍ ରଏବାର୍ ଦିନ ଦିଲ୍ଲୀ ଓଡିଆ ନାରୀ କଲ୍ୟାଣ ସମିତି...
03/01/2026

ଆମର୍ ଚାଷିର୍ ଖୁସିର୍ ତିହାର୍ ପୁଷପୂନୀ ଉଧେ ସଂକୁ ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ।

ଆଏବାର୍ ରଏବାର୍ ଦିନ ଦିଲ୍ଲୀ ଓଡିଆ ନାରୀ କଲ୍ୟାଣ ସମିତି ପୁଷପୂନୀ ତିହାର ପାଳନ କାରବାର୍ ଲାଗି ଯାଉଛେ ।

ତାରିଖ ହେଲା - ୧୧ ଜାନୁଆରି ୨୦୨୬ ( ରଏ ବାର୍) ସକାଳର - ୧୧ ବାଜେ ନୁ ରାତିର ୧୦ ବାଜେ ତକ୍
ଠାନ୍ - ପଣ୍ଡାରା ପାର୍କ , ପଣ୍ଡାରା ରୋଡ, ନୂଆ ଦିଲ୍ଲୀ - ୧୧୦୦୦୩
ଖାନ୍ ମାର୍କେଟ ମେଟ୍ରୋ ପାଖେ
ଟିକେଟ ଲାଗି ଲିଙ୍କ ରେ କ୍ଲିକ୍ କରୁନ୍ -
https://payments.cashfree.com/forms/donks-pushpunitihar2026

Address

Delhi
110003

Website

Alerts

Be the first to know and let us send you an email when Delhi Diarie Sambalpuri posts news and promotions. Your email address will not be used for any other purpose, and you can unsubscribe at any time.

Shortcuts

Share

Category