24/09/2024
ପ୍ରତ୍ୟେକ ଗ୍ରାମର କିଛି ଦଲାଲ ଶ୍ରେଣୀ ର ଲୋକ ରୁଙ୍ଗଟା କମ୍ପାନୀ କୁ ଜାଗା କରାଇ ଦେବାକୁ ହାତ ଗୁଂଜା ନେଇ ଜମି କମ ଟଙ୍କା ରେ ଦେବାକୁ ଖୋସାମତ କରୁଛନ୍ତି ସେ ଜାଣି ରଖିବା ଉଚିତ ଗ୍ରାମର ନିକଟରେ ଟାଟା ଷ୍ଟିଲ ର ପ୍ରଦୂଷଣ ଓ ବିଷାକ୍ତ ପାଣି ଏବେ ବି ଲିଙ୍ଗରା ନଦୀ ରେ ପ୍ରବାହିତ ହେଉଛି ଏବଂ ଜନ ସାଧାରଣ କମ୍ପାନୀ ର ବିକଟାଳ ଶବ୍ଦ ରେ ଅତିଷ୍ଟ ହୋଇ ଗଲେଣି ତା ପରେ ବି ଯଦି ଆମେ ସଜାଗ ନହେବା ତାହା ହେଲେ ଆମେ ଓ ଆମ ପର ପିଢ଼ି ମାନେ ରୋଗାକ୍ରାନ୍ତ ହୋଇ ମୃତ୍ୟୁ ମୁଖ ରେ ପଡିବେ.
ଏଣୁ ମୋର ସମସ୍ତ ରୁଙ୍ଗଟା କମ୍ପାନୀ ରେ ଜମି ଯାଉଥିବା ଭାଇ ମାନଙ୍କୁ ଅନୁରୋଧ ଆପଣ ମାନେ ଜାଗା ଦିଅନ୍ତୁ ନାହିଁ ଯଦି ଦେବେ ଉଚିତ ମୂଲ୍ୟ ରେ ଦିଅନ୍ତୁ ଦଲାଲ ମାନଙ୍କ କଥା ରେ ପ୍ରଲୋଭିତ ହୁଅନ୍ତୁ ନାହିଁ ଏବଂ ଜମି ନେବା ସହିତ ପ୍ରତ୍ୟେକ ଗାଁ କୁ କମ୍ପାନୀ ଠାରୁ ଦୂର ରେ ଜାଗା ଦେବାକୁ ଦାବି କରନ୍ତୁ . ଲୋକ ସୁସ୍ଥ ଜୀବନ ଜାପନ କରିବେ.