Odia Dunia-ଓଡ଼ିଆ ଦୁନିଆ

Odia Dunia-ଓଡ଼ିଆ ଦୁନିଆ Contact information, map and directions, contact form, opening hours, services, ratings, photos, videos and announcements from Odia Dunia-ଓଡ଼ିଆ ଦୁନିଆ, Grocers, at/ps mangal pur, Jajpur.

20/03/2022
ଆଜିର ଦୁନିଆ ବିଷୟରେ ବଡ଼ ଠକାମୀକଥା ।ମୁଁ } : 4-5 ମାସ ପୂର୍ବରୁ ମୁଁ ଓଡ଼ିଶା ବାହରେ ଥିବା ସମୟରେ ,  facebook ରେ ଗୋଟେ id ଦେଖିଲି ସେ i'd...
20/03/2022

ଆଜିର ଦୁନିଆ ବିଷୟରେ ବଡ଼ ଠକାମୀକଥା ।
ମୁଁ } : 4-5 ମାସ ପୂର୍ବରୁ ମୁଁ ଓଡ଼ିଶା ବାହରେ ଥିବା ସମୟରେ , facebook ରେ ଗୋଟେ id ଦେଖିଲି ସେ i'd ଦେଖିବା ପରେ ମତେ ସେ i'd ରେ ଅଲ୍ଗା କିଛି ଅନୁଭବ ହେଲା, ଯେଉଁ କଥା ଉପରେ ମତେ ସନ୍ଦେହ ଲାଗେ ସେ ବିଷୟରେ ମତେ ଜାଣିବାକୁ ବହୁତ interesting ଲାଗେ । ଏଥିପାଇଁ ସେ i'd କୁ ମୁଁ ଭଲ ଭାବରେ ପରକ୍ଷିବାକୁ ଚେଷ୍ଟା କଲି ସେ i'd କୁ କିଛି ସମୟ ଦେଖିବାପରେ ଜାଣିଲି ସେ i'd ଜଣେ ଝିଅନାଁରେ ଥିଲା କିନ୍ତୁ ସେ i'd କୁ ଜଣେ ପୁଅ ବ୍ୟବହାର କରୁଥିଲା ।

ସେଥିପାଇଁ ତାଙ୍କୁ sms କରି hii କହିଲି । ସେ ଝିଅ ମୋ ସହିତ ଥରେ ଦୁଇଥର sms କରିବା ପରେ ମତେ ସଙ୍ଗେ ସଙ୍ଗେ ନମ୍ବର ମାଗିଲା । ମୁଁ ତାଙ୍କୁ ମୋ ନମ୍ବର ଦେଲି ସେ ମତେ ସଙ୍ଗେ ସଙ୍ଗେ call କରି ଦୁଇ ତିନିପଦ କଥାହେଲେ ।
ସେ ଝିଅ } : ମତେ ସଙ୍ଗେ ସଙ୍ଗେ ନମ୍ବର ମାଗି ମୋ ସହିତ କଥା ହେଲା ଏଥି ପାଇଁ ମତେ ଆଶ୍ଚର୍ଯ୍ୟ ଲାଗିଲା ।
ମୁଁ } ଭାବିଲି ଆଜିକାଲି ଦୁନିଆରେ ସତି ସାବିତ୍ରୀ ମିଳିବା ସମ୍ଭାବ କଥା ନୁହେଁ , ଏ ଝିଅ ମୋ ସହିତ call ରେ କଥା ହେବାରେ କାରଣ କଣ ହେଇପାରେ ।
ମୁଁ ଭାବିଲି } : ଠିକ୍ ଅଛି ମୁଁ ତ କେବେ କେଉଁ କଥାରେ ଠକିନି ତୋ ପାଖରେ କଣ ହେବ ଦେଖାଯାଉ । ଏଥିପାଇଁ ମୁଁ ସତର୍କ ରହିଲି ।
ସେ ଝିଅ } : ମତେ କହିଲେ ମୋ ସହିତ କଥା ହେବାକୁ ଚାହିଲେ ପ୍ରତ୍ୟେକ ଦିନ ସନ୍ଧ୍ୟା 5 ପରେ call କରିବ।
ମୁଁ କହିଲି } : ok
ମୁଁ କହିଲି } : ତମେ ଦିନସାରା କଣ କରକି ଦିନରେ କଥା ହେବନି ।
ସେ ଝିଅ କହିଲା } : ମୁଁ ଗୋଟେ କମ୍ପାନୀରେ job କରିଛି । ମୋର ପ୍ରତ୍ୟେକ ଦିନ 10 ରୁ ସନ୍ଧ୍ୟା 5 ପର୍ଯ୍ୟନ୍ତ ଡିୟୁଟି ।
ମୁଁ କହିଲି } : ଓହୋ ଏମିତି କଥାକି ଠିକ୍ ଅଛି ।
ସେ ଝିଅ } : ମତେ କହିଲା ତମେ କୋଉଠି ଅଛ
ମୁଁ କହିଲି } : ବାହାରେ
ସେ ଝିଅ କହିଲା } କି job
ମୁଁ କହିଲି } : କମ୍ପାନୀ
ସେ ଝିଅ କହିଲା } : salary କେତେ
ମୁଁ କହିଲି } : 22500
ସେ ଝିଅ କହିଲା } : ok
ମୁଁ କହିଲି } : ତମର salary କେତେ
ସେ ଝିଅ କହିଲା } : ଖୁବ୍ କମ୍, ଏହା କହି ଆଉ କିଛି କହିଲାନି ।
ସେ ଝିଅ } : ମତେ କହିଲା ତମ ଘର କୋଉଠି ।
ମୁଁ କହିଲି } : Jajpur
ସେ ଝିଅକୁ } : ମୁଁ ପଚାରିଲି ତମ ଘର କୋଉଠି ।
ସେ ଝିଅ କହିଲା } : ଆମ ଘର ବାଲେଶ୍ବର କିନ୍ତୁ ମୁଁ ବଲାଙ୍ଗୀରେ Job କରିଛି ।
ମୁଁ କହିଲି } : ok
ସେ ଝିଅ } : ମତେ କହିଲା ତମେ ଓଡ଼ିଶା ଭିତରେ Job କରିବନାଁ ।
ମୁଁ କହିଲି } : ହଁ ଓଡ଼ିଶାକୁ ଗଲେ ତମେ କହୁଥିବା Job କଥା ଦେଖିବା ।
ସେ ଝିଅ } : WhatsApp ରେ ଆଦୋଉ sms କରୁନଥିଲା , ତାକୁ ପଚାରିଲେ କହୁଥିଲା ମୁଁ wp ଯାଏନି କି chating ଯାଏନି ।

ସେ ଝିଅ ସହିତ } : ମୁଁ କଥା ହେବାପାଇଁ ଇଛୁକ ରହିବାର କାରଣ ଏ ଝିଅ କଥା ଓ ଟାଇମ୍ ଟେବୁଲ ମତେ ଅଳ୍ଗା କିଛି ଅନୁଭବ ହେଉଥିଲା ।
ମୁଁ } : ଆଉ ଗୋଟେ କଥା ପ୍ରଥମରୁ ଜାଣିଯାଇଥିଲି ମୁଁ ଯେଉଁ ନମ୍ବରେ କଥାହେଉଥିଲି । ସେ ମୋବାଇଲ୍ ଓ ସେ ନମ୍ବର ଜଣେ ପୁଅ ପିଲାର । କେବଳ ଏଇ କଥା ପାଇଁ ମତେ ପ୍ରଥମରୁ ସନ୍ଦେହ ଲାଗିଥିଲା । ଏଥିପାଇଁ
ସେ ଝିଅ ସହିତ } : ଦୁଇ ଚାରିଦିନ କଥାହେବା ପରେ , ଆଉ କଥା ହେବାକୁ ଭଲ ଲାଗିଲାନି । କେବଳ ସେ ମୋବାଇଲ୍ ଓ ସେ ନମ୍ବର ଜଣେ ପୁଅ ପିଲାର ହୋଇଥିବାରୁ ଏବଂ ସେ ଝିଅଟା ପ୍ରଥମରୁ ମତେ ମିଛ କହିବାରେ ମାହିର ଥିବାରୁ । ସେଥିପାଇଁ ଆଉ କଥା ହେଲିନି ।

ଏମିତି କିଛି ଦିନ ଯିବାପରେ
ମୁଁ } : ଘରକୁ ଆସିଲି ।
ସେ ଝିଅ } : ଥରେ ମତେ call କରିଥିଲା
ମୁଁ } : ତାଙ୍କ call receive କରିପାରିନଥିଲି ।
ମୁଁ } : ତାଙ୍କୁ call back କରି କଥା ହେଲି
ସେ ଝିଅ } : ପୁଣି ମତେ ସେ Job କଥା କହିଲେ
ମୁଁ କହିଲି } : ନାଁ ଆଉ Job କରିବାକୁ ଭଲ ଲାଗୁନି ଏବେ business କରିବି ।
ସେ ଝିଅ } : ମତେ କହିଲା ତମର ଖୁବ୍ କମ୍ age ଏବେ କାହିଁକି business କରିବ । ଆଉ 4-5 ବର୍ଷ ଯାଉ ଏବେ କିଛି ଟଙ୍କା ରଖ ତାପରେ business କରିବ ।
ମୁଁ କହିଲି } : business କରିବାପାଇଁ ମୋ ପାଖରେ ଟଙ୍କା ଅଛି ମୁଁ business କରି ନିଜ ସ୍ବାଧୀନରେ ବଞ୍ଚିବାକୁ ଚାହୁଛି ।
ସେ ଝିଅ } : ମତେ କହିଲା ମୋ ବାପା କହୁଛନ୍ତି government job ଯିଏ କରିଥିବ ତା ସହିତ ମତେ ବାହାଦେବାକୁ କିନ୍ତୁ ମୁଁ ଭାବିଛି ଯିଏ business କରୁଥିବ ତାକୁ marriage କରିବି ।
ମୁଁ କହିଲି } : ଏହା ତମ ଉପରେ ନିର୍ଭର ତମକୁ ଯାହା ଠିକ୍ ଲାଗିବ ତମେ ସେମିତି କର ।
ସେ ଝିଅ } : ମତେ କହିଲା ତମେ ମୋ ପାଖରେ job କର ଆମେ ଦୁଇଜଣ ମିଶି 3-4ବର୍ଷ ପରେ business କରିବା ।
ମୁଁ } ସେ ଝିଅର ଏତେ ସବୁ କଥାର ପ୍ରକୃତ ରହସ୍ୟ ଜାଣିବା ପାଇଁ କହିଲି ଠିକ୍ ଅଛି ତମେ ସେ Job କଥା ବୁଝା ବୁଝି କର ମୁଁ ସେ Job କରିବି ।
ସେ ଝିଅ } : ମତେ କହିଲା ଏ Job ପିଲା ଖେଳ କଥା ନୁହେଁ ତମେ ହଁ କହିଦେବ ପୁଣି ବୁଝା ବୁଝି କରିବା ପରେ ମନାକରିବ ।
ମୁଁ କହିଲି } : ମୋର ଗୋଟେ କଥା ଯେଉଁ କଥା ଥରେ ହଁ କହିଛି ମାନେ କେବେ ନାଁ ହେବନି ।
ସେ ଝିଅ } : ମତେ କହିଲା ତମେ ତମ ବାପା-ମାଆଙ୍କୁ ପଚାରି ବୁଝ ।
ମୁଁ କହିଲି } : ହଁ ବୁଝିଛି ବାପା-ମା job କରିବାକୁ ହଁ କହିଛନ୍ତି ।
ସେ ଝିଅ କହିଲା } : ଏ Job ବିଷୟରେ ମୁଁ ତମ ମାଆଙ୍କ ସହିତ କଥା ହେବାପାଇଁ ଚାହୁଛି ।
ମୁଁ } : କହିଲି ଆମେ ସେମିତି 12-15 ବର୍ଷ ପିଲା ହେଇନୁଯେ ତମେ ମୋ ମାଆଙ୍କ ସହିତ କଥା ହେଇ ସେ Job କଥା ବୁଝା ବୁଝି କରିବାକୁ confrome ହେବ । ମୁଁ ଯାହା କହିଲେ ମୋ ବାପା ମାଆଙ୍କର ସବୁ କଥା ହଁ । ତମେ ବୁଝା ବୁଝି କର ।
ସେ ଝିଅ କହିଲା } : ଠିକ୍ ଅଛି ମୁଁ ସବୁ ବୁଝା ବୁଝି କରିବା ପରେ କିଛି ପୁଣି କିଛି ସମସ୍ୟା କଥା କହିବନିତ ମୁଁ କହିଲି } : ମୁଁ ଯେଉଁ କଥା ଥରେ ହଁ କହିଛି ମାନେ ଯେତେ ଅସୁବିଧା ଆସିଲେ ମଧ୍ୟ ମୁଁ ଯାଇଁ ପହଞ୍ଚିବି ।
ସେ ଝିଅ ମତେ କହିଲା } ଠିକ୍ ଅଛି ତମ qualifision

ଠିକ୍ ଅଛି । ମୁଁ ଏବେ ଘରକୁ ଆସିଛି ଯଦି ତମେ କହୁଛ ତାହେଲେ ବୁଝା ବୁଝି କର ସେ Job କରିବି ।

ସେ ଝିଅ } : ମତେ କହିଲେ ok ମୁଁ ବୁଝା ବୁଝି କରୁଛି ସବୁ ଠିକ୍ କରିବା ପରେ ତମେ କିଛି problem create କରିବନିତ ।
ମୁଁ କହିଲି } : ମୁଁ ଯେଉଁ କଥା ଥରେ ହଁ କହିଥିବି ସେ କଥା କେବେ ନାଁ ହେବନି ।
ସେ ଝିଅ ମତେ କହିଲେ } : ତମ education କଣ ତମ certificate ଦିଅ ତମକୁ ସେ ହିସାବରେ Job ଦିଆଯିବ ।
ମୁଁ ତାଙ୍କୁ } : WhatsApp ରେ ତାଙ୍କ ସବୁ certificate send କଲି ।
ସେ ଝିଅ ଦେଖିଲେ } : କହିଲେ science ରେ ଭଲ % ମାର୍କଅଛି ! ତମକୁ ଭଲ ପୋଷ୍ଟରେ Job ଦିଆଯିବ ।
ମୁଁ କହିଲି } : ଠିକ୍ ଅଛି ବୁଝା ବୁଝି କର ।
ସେ ଝିଅ କହିଲେ } : ମୁଁ କାଲି office ଗଲେ ସବୁ ରେଡିକରିଦେବି । ମୁଁ କହିଲି ଠିକ୍ ଅଛି ।

ମୁଁ କହିଲି } : କେଉଁ ଜାଗା
ସେ କହିଲା } : ବଲାଙ୍ଗୀର
ମୁଁ କହିଲି } :

08/03/2022

Social media ରେ ଠକାମୀରୁ ବଞ୍ଚିତ ହୋଇଥିବାର କିଛି କଥା । ଦୟାକରି ସମସ୍ତେ ପଢନ୍ତୁ ଏବଂ social media ଠକାମୀରୁ ସତର୍କ ଓ ସଚ୍ଚେତନ ରୁହନ୍ତୁ ।
4-5 ମାସ ତଳେ ଜଣେ ଝିଅ ମତେ messenger ରେ chat କରିଥିଲେ ତାଙ୍କ i'd ରେ ତାଙ୍କ ନାଁ khuchi khuchi ଥିଲା । ସିଏ ପ୍ରଥମେ ମତେ ମିଛ ପ୍ରେମର ପ୍ରତିଶ୍ରୁତି ଦେଖାଇ ତାଙ୍କ ଆଡକୁ ଆକର୍ଷିତ କରିବାକୁ ପ୍ରୟାସ ଆରମ୍ଭ କରିଥିଲେ ।

( ମୁଁ ତାଙ୍କୁ ପ୍ରଥମେ କହିଲି ) : ବର୍ତ୍ତମାନ ଦୁନିଆରେ 70-80% ପୁଅ ଝିଅ relationships ରେ ରହୁଛନ୍ତି ଦୁନିଆରେ ସିଙ୍ଗିଲ ପୁଅ-ଝିଅ ମିଳିବା କଷ୍ଟ କର , ଆପଣ ମତେ chat କରନ୍ତୁ ନାହିଁ ।
ସେ ଝିଅ khuchi khuchi } : ମତେ କହିଲେ ତମେ ବହୁତ୍ ଭଲ ମୁଁ ତମକୁ love କରୁଛି ।

ମୁଁ କହିଲି } : ଆଜିକାଲି ଝିଅ ପୁଅ ମାନଙ୍କର ବିଭିନ୍ନ ପ୍ରକାରର ଚିନ୍ତା ଧାରା (1) କାହାକୁ ସୁନ୍ଦର ଚେହେରା ପସନ୍ଦ ତ, (2) କାହାକୁ ଅଧିକ ଧନ ଥିବା ପୂରୁଷ ପସନ୍ଦ (3) ପୁଣି କାହାକୁ ସୁନ୍ଦର ହୃଦୟ ଥିବା ପୁଅ ପସନ୍ଦ । କିନ୍ତୁ ମୁଁ ତମକୁ ଚିହ୍ନିଁନି କି ଜାଣିନି ମୋର କେଉଁ କଥାପାଇଁ ତମେ ମତେ Love କରୁଛ ।

( ସେ ଝିଅ Khuchi khuchi } : ମତେ କହିଲେ ତମର ସୁନ୍ଦର ହୃଦୟ ମତେ ପସନ୍ଦ ସେଥିପାଇଁ Love କରୁଛି ।

ମୁଁ କହିଲି } : ଠିକ୍ ଅଛି
ଦୁଇତିନି ଦିନ Chat କରିବା ପରେ ସେ ଝିଅ ମତେ 30,000 ଟଙ୍କା ମାଗିଲା ।
ମୁଁ କହିଲି } : ଏତେ ଟଙ୍କା କଣ କରିବ
ସେ ଝିଅ khuchi khuchi } : ମତେ କହିଲା ମୋ ମାମୁଙ୍କର accident ହୋଇଛି ତାଙ୍କ ଗୋଡ ଅପରେସନ ହେବାପାଇଁ 80,000 ଟଙ୍କା ଆବଶ୍ୟକ କିନ୍ତୁ 50,000 ଟଙ୍କା ଯୋଗାଡ ହୋଇଛି ଆଉ 30,000 ଟଙ୍କା କମ୍ ହେଉଛି ତମେ ଦିଅ ।

ମୁଁ କହିଲି } : ତମେ ମୋ ସହିତ ମାତ୍ର ଦୁଇତିନିହେବ chat ରେ କଥା ହେଉଛ ମୁଁ ତମକୁ ଚିହ୍ନିନି କି ଜାଣିନି ଏତେ ଗୁଡେ ଟଙ୍କା କେମିତି ଦେବି , ଏହା କ'ଣ ସମ୍ଭବ କଥା । ତମେ ଗୋଟେ କାମକର ତମ ମାମୁଙ୍କ ଗୋଡ କଣ ହେଇଛି ତମେ ମତେ ଗୋଟେ ଫଟୋ ଉଠେଇକି send କର ।

ସେ ଝିଅ khuchi khuchi } : ମତେ ଅନ୍ୟ କଥା କହି ତାଙ୍କ ମାମୁଙ୍କ ଗୋଡର photo ନଦେଖେଇବାକୁ ଅନେକ ବାହାନା ଦେଖାଇଲା ।
ତା ପରଦିନ ପୁଣି ମତେ କହିଲେ ମୋ ସାଙ୍ଗମାନ ଠାରୁ 20,000 ଟଙ୍କା ଯୋଗାଡ ହେଇଗଲା ଆଉ 10,000 କମ୍ ହେଉଛି ।

ମୁଁ କହିଲି } : ଠିକ ଅଛି ତମେ ମତେ Love କରୁଛ ସତ କିନ୍ତୁ ମୁଁ ପ୍ରାକୃତିକ ଦୁନିଆ ସହ ନିଜକୁ ଚଳେଇ ଆସୁଛି । ତମେ ମତେ Love କରୁଛ ଯଦି ମୁଁ ବି ତମକୁ ପ୍ରକୃତ ଭଲପାଇବା ଦେବି । ଏତେ ଭଲପାଇବା ଦେବି ପୃଥିବୀରେ କେହି କେବେ କାହା gf କୁ ଦେଇନଥିବେ ।

ମୁଁ କହିଲି } : କିନ୍ତୁ ପ୍ରକୃତ ପ୍ରେମରେ କିଛି ନିଦିଷ୍ଟ ନିୟମ ଅଛି । ଜଣେ ଝିଅ ତା ମଥାରେ ସିନ୍ଦୁର ନଲାଗିବା ଯାଏଁ ନିଜ ଚିନ୍ତାଧାରାକୁ ପବିତ୍ର ରଖିବା ସହିତ ନିଜ ଶରୀରକୁ ସୁରକ୍ଷିତ ରଖିବା ଏହା ତାର ବଡ଼ ଦାଇତ୍ବ ରହିବା ଦରକାର । ଆଉ ଜଣେ ପୁଅର କର୍ତ୍ତବ୍ୟ ନିଜର gf ର ମଥାରେ ସିନ୍ଦୁର ନଦେବା ଯାଏଁ ନିଜ ଚିନ୍ତାଧାରାକୁ ପବିତ୍ର ରଖିବା ସହିତ ନିଜର ଟଙ୍କା ପଇସା ପ୍ରତି ସତର୍କ ରହିବା ଆବଶ୍ୟକ।
ମୁଁ କହିଲି ମୁ ତମକୁ କେବଳ କିଛି କିଛି ଖର୍ଚ୍ଚ ଦେଇ ପାରିବି କିନ୍ତୁ ଦୁଇ ତିନିଦିନରେ ଏତେ ଟଙ୍କା
ଦେଇପାରିବିନି । ମୁଁ ତମକୁ ବାହା ହେବାପରେ ମୋର ସବୁ ଟଙ୍କା ପଇସାର ମାଲିକ ତମକୁ କରିଦେବି ।
ଏତେ ସବୁ କଥା ହେବା ମଧ୍ୟରେ 7-8 ଦିନ ହୋଇଯାଇଥିଲା ।

ସେ ଝିଅ khuchi khuchi } : ପୁଣି ମତେ call କରି କହିଲେ ମୁଁ Hospital ଯାଉଛି ଆମର ଗରିବ ଘର ଆମେ 4 ଭଉଣୀ ମୁଁ ଆମଘରେ ରହେନି ଛୋଟବେଳରୁ ମାମୁଙ୍କଘରେ ରହେ ମୋ ମାମୁ ମୋ ବାପାଙ୍କ ଠାରୁ ଅଧିକ । ମୁଁ Hospital ଯାଉଛି ମୋ ପାଖରେ ଅଳ୍ପ ପଇସା ଅଛି ସାଙ୍ଗକୁ କହିଥିଲି ସିଏ ଯାଇଛି ଆଉ ପଇସା ଆଣିଲେ Hospital ଯିବୁ ।

ମୁଁ କହିଲି } :ତମେ Hospital ରେ ପହଞ୍ଚି ଲେ ତମ ମାମୁଙ୍କ ଗୋଡର ଗୋଟେ ଫଟୋ send କରିବ , ଯଦି ଟଙ୍କା ଦକାରହୁଏ ମତେ call କରି କହିବ । ସେ ଝିଅକୁ ତାଙ୍କ ମାମୁଙ୍କ ଗୋଡର ଫଟୋ ମାଗିଥିବାରୁ ସେ ଆଉ call କଲାନି ।

ମୁଁ ପ୍ରଥମରୁ ଗୋଟେ କଥା ଅନୁଭବ କଲି କେହି କେବେ କାହାକୁ chat ରେ ଦିନେ ଦୁଇଦିନରେ କଥା ହେଲେ ମୋଟା ଅଙ୍କର ଟଙ୍କା ମାଗନ୍ତି ନାହିଁ । ଏହା ଭାବି ମୁଁ ଦ୍ୱିତୀୟ ଦିନଠାରୁ confirm ହୋଇଯାଇଥିଲି ମୁଁ ଗୋଟେ ବଡ଼ ଠକାମିରେ ସିକାର ହେବାକୁ ଯାଉଛି । ଏବଂ ଏ ଝିଅ ସହିତ 15-20 ଜଣ ପୁଅ ଝିଅ ସାମିଲି ରହି ଯୋଜନା ମୁତାପକ ମତେ ଠକାମିରେ ସିକାର କରିବାକୁ ଚେଷ୍ଟା ଜାରୀ ରଖିଥିଲେ । ଏହାକୁ ମୁଁ ଭଲ ଭାବରେ ଜାଣିପାଇଥିଲି ।

ମୋର ଅନୁଭବ } : ସେ ଝିଅ ମୋ ସହିତ call ରେ କଥାହେବା ସମୟରେ ମୁଁ ଗୋଟେ କଥା ଅନୁଭବ କଲି । ସେ ଝିଅ ମତେ ଦେଇଥିବା ଫଟୋ ସହିତ ତାର voice ଆଦୋଉଁ ମିଶୁନଥିଲା । ସେ ଝିଅକୁ video call ରେ କଥାହେବାକୁ କହିବାରୁ ସିଏ ଜମା ରାଜି ହେଉନଥିଲା ।
ମୁଁ } ପ୍ରଥମରୁ ତା i'd ଦେଖୁଥିଲି ସେ ଝିଅର ସେ i'd ରେ ଓଡ଼ିଶାର ଗାଉଁଲି ଝିଅର 6-7 ଟି ଫଟୋ ଥିଲା ସେ i'd ଏମିତି ଭାବରେ ରଖାଯାଇଥିଲା । କେହି ସନ୍ଦେହ କରିବାକୁ ଭାବି ପାରିବେନି ତାହା ଗୋଟେ fake ID ହୋଇଥିବ । କିନ୍ତୁ ମୁଁ ସଙ୍ଗେ ସଙ୍ଗେ ଜାଣି ଜାଇଥିଲି ତାଙ୍କର ସେ i'd fake ଅଛି ବୋଲି ।
ମୁଁ } : ତାଙ୍କର ଆଉ କଣ ଉଦେଶ୍ଯ ଅଛି ଜାଣିବା ପାଇଁ ତାଙ୍କ ସହିତ 20-30 ଦିନ ଅଳ୍ପ ଅଳ୍ପ କଥାହେଲି ।
ମୁଁ } : ଭାବିଲି ଏ ଝିଅ ପାଖରେ ନିଜକୁ ସମର୍ପଣ ନକଲେ ତାର ଆଉ କଣ ସଠିକ୍ ଉଦ୍ଦେଶ୍ୟ ଅଛି ଜାଣିହେବନି । ଏଥିପାଇଁ ମୋର ଦୃବଳତା ଯେମିତି ସେ ଝିଅ , ତାଙ୍କୁ ମୁଁ ଏମିତି ଅନୁଭବ କରିବାକୁ କଥା ଓ ବ୍ୟବହାର କଲି ।
ମୁଁ } ଆଉ ଗୋଟେ କଥା ଲକ୍ଷ କଲି ପ୍ରତ୍ୟେକ ଦିନ ସନ୍ଧ୍ୟା 7ରୁ ରାତି 10 ଟା ପର୍ଯ୍ୟନ୍ତ ମତେ messenger ରେ block କରି ରଖୁଥିଲା । ପୁଣି ରାତି 10 ଟା ପରେ block open କରୁଥିଲା ।
ମୁଁ } : ଏସବୁ କଥାକୁ ଲକ୍ଷ କରି ଭାବିଲି ଏ ଝିଅ ଯଦି ମତେ ସତରେ ଭଲ ପାଉଥାନ୍ତା ତାହେଲେ ଏମିତି କାହିଁକି କରନ୍ତା ।
ମୁଁ } : ଆଉ ଗୋଟେ କଥା ଅନୁଭବ କଲି ସେ ଝିଅ ମତେ ପ୍ରଥମରୁ ଶେଷ ଯାଏଁ ଗୋଟେ ବି ସତ କଥା କହିନଥିଲା ।
ସେ ଝିଅର ମୋ ପ୍ରତି ଭାବନା ଥିଲା } : ମୁଁ ବୋଧେ ପ୍ରେମ ପାଇଁ ଖାଁ ଖାଁ ହେଉଛି ସିଏ ଏମିତି ମୋଉକାରେ ଯୋଜନା ମୁତାପକ ମୋ ଠାରୁ ଟଙ୍କା ଲୁଟି , ଛକା ମାରି ଖସି ଚାଳିଯିବ ତାର ଭାବନା ଥିଲା ।
ମୁଁ } : ତାର ଏ planning କୁ ଭଲବାରେ ଜାଣିଯାଇଥିଲି। ଏଥିପାଇଁ ତାର ସବୁ କଥାରେ ହଁ ହାଁ ମାରୁଥିଲି ଠିକ୍ point ଜାଗାରେ ମୁଁ ମୋର ବୁଦ୍ଧିକୁ କାମରେ ଲଗେଇ ତା ଲୁଟିବାର ଚେଷ୍ଟାକୁ ରୋକି ଦୋଉଥିଲି ।
ସେଥିପାଇଁ ସେ ଝିଅକୁ } ପଇସା ଦବା କଥା ମନା କରିବା ଦିନଠାରୁ ମତେ ignore କରିବାର ଅନୁଭବ କଲି ।

ମୁଁ } :ସେ ଝିଅ ସହିତ କଥା ହେବା ମଧ୍ୟରେ ସେ ଝିଅ ନାରୀମାନଙ୍କ ଗୁପ୍ତ କଥା ମୋ ସହିତ WhatsApp ରେ ସେୟାର କଲା ମତେ ଅତ୍ୟନ୍ତ ଲଜ୍ଜା ଲାଗିଲା ।
ମୁଁ } : ତା ପରଠାରୁ ଭାବିଲି ଏ ଝିଅର ଆଉ କଣ ଉଦେଶ୍ଯ ଅଛି ତାହା ଜାଣିବା ମୋ ପାଇଁ ବଡ଼ କଥା ନୁହେଁ, ତାର ଯାହା ଉଦ୍ଦେଶ୍ୟ ଅଛି ଥାଉ । ମୁଁ ଏ ଝିଅଠାରୁ ଦୂରେଇ ରହିଲେ ମୋ ନିଜର ଚିନ୍ତାଧାରା କୁ ଭଲରେ ରଖିପାରିବି ।
ମୁଁ } ଏହା ଭାବି ନିଜକୁ ତାର Messenger WhatsAppରେ block କରି delete କରିଦେଇ
ସେ ବଡ଼ ଠକାମିରୁ ରକ୍ଷା ପାଇଗଲି ।

ପୁଣି 4-5 ଦିନପରେ ସେ ଝିଅ ଜଣେ Surya Sahu ପୁଅଙ୍କ ନାଁରେ ID open କରି ମତେ messenger ରେ chat କଲେ । Hii , Hello ମୁ ତାଙ୍କ ଏମିତି entry ରୁ ତାଙ୍କୁ ଚିହ୍ନିପାରିଲି । ସେ ମତେ ଭାଇ ଡାକି କଥାହେଲେ କେବଳ ସିଏ ଝିଅ ହୋଇଥିବାରୁ ମୁଁ ତାଙ୍କୁ ନ ଚିହ୍ନିପାରିବା ପାଇଁ ଭାଇ ଡାକିଥିଲେ ।
ମୁଁ } :ପୂର୍ବରୁ ତାଙ୍କ ସହିତ ଏ chat ରେ କଥା ହୋଇଥିବାରୁ ଏବଂ ଝିଅମାନଙ୍କ କଥା କହିବାର typing ପୁଅମାନଙ୍କ ଠାରୁ କିଛି ଭିନ୍ନହୋଇଥାଏ । ଏସବୁ କଥା ପାଇଁ ମୁଁ ତାକୁ ସଙ୍ଗେ ସଙ୍ଗେ ଚିହ୍ନିଦେଇଥିଲି ।
ସେ ଝିଅ } : ମୋ ସହିତ 4-5 ପଦ କଥାହେବା ପରେ ମୁଁ } : ତାଙ୍କୁ ସଙ୍ଗେ ସଙ୍ଗେ କହିଲି ଆପଣ ଜଣେ ଝିଅ ସେ ଝିଅ ବହୁତ ଚାଲାଖ୍ ହୋଇଥିବାରୁ ମତେ ମନାକଲା
ମୁଁ ଭାବିଲି ଠିକ୍ ଅଛି } : ତୁ ଅନ୍ୟ କାହା ପାଖରେ ମିଛ କହି ତିଷ୍ଟିଯିବୁ କିନ୍ତୁ ମୋ ପାଖରେ ତିଷ୍ଟି ପାରିବୁନୁ ।
ମୁଁ } grinder ଭିତରେ ଥିବା ଗୋଟେ parts armature ଦେଲି ।
ସିଏ ଜଣେ ଝିଅ ହୋଇଥିବାରୁ ସେ parts ର ନାଁ କହିପାରିଲାନି ।
ମୁଁ } : କହିଲି ଆପଣ ଜଣେ ଝିଅ ହୋଇ ମିଛ କାହିଁକି କହୁଛନ୍ତି ସିଏ ମାନିଗଲେ କହିଲେ ହଁ ମୁଁ ଜଣେ ଝିଅ ।
ମୁଁ } : କହିଲି ଆପଣ ଜଣେ ଝିଅ ହୋଇ ପୁଅଙ୍କ ନାଁ ରେ I'D open କରି ମୋ ସହିତ କଥାହେଲେ ମୁଁ ଆଦୋଉ କଥା ହେବାକୁ ଚାହିବିନି । ତାଙ୍କୁ ସଙ୍ଗେ ସଙ୍ଗେ block କରି delete କରିଦେଲି ।

ପୁଣି 4-5 ଦିନପରେ ସେ ଝିଅ Priyadarshan Shoo ଏକ i'd ରୁ ମତେ chats କଲେ ,ମୋ messenger ରେ ତାଙ୍କ chat entry କରିବା ସବୁବେଳେ same ରହୁଥିଲା ଏଥିପାଇଁ ତାଙ୍କୁ ମୁଁ ସଙ୍ଗେ ସଙ୍ଗେ ଚିହ୍ନିଦୋଉଥିଲି । ତାଙ୍କ କଥା କହିବାର ଶୌଳି ତାଙ୍କ English typing ସବୁବେଳେ same ରହୁଥିଲା ଏଥିପାଇଁ ତାଙ୍କୁ ମୁଁ ସଙ୍ଗେ ସଙ୍ଗେ ଚିହ୍ନିଁ ଦୋଉଥିଲି। ମୋ ସହିତ ପୁଣି chat କରି ତାଙ୍କ ଆଡକୁ ମତେ ଆକର୍ଷତ କରିବା ଚେଷ୍ଟା ଜାରି ରଖିଥିଲେ । ମତେ ଯେତେବେଳେ ସିଏ ତାଙ୍କ ତରଫରୁ messageକରନ୍ତି ମୁଁ ରିପ୍ଲାଇ କରିବା ପରେ ତାଙ୍କୁ ସଙ୍ଗେ ସଙ୍ଗେ delete କରିଦୋଉଥିଲି ।
ତାଙ୍କର ଉଦ୍ଧେଶ୍ୟ ମତେ ଜମା ଠିକ୍ ଲାଗୁନଥିଲା ସେଥିପାଇଁ ।
ମୁଁ } : ତାଙ୍କୁ ଭଲରେ ମନାକରିଦେଲି ମତେ chats କରନ୍ତୁ ନାହିଁ ସିଏ ମତେ ପ୍ରାୟ ସମୟ chats କରନ୍ତି । ସେଥିପାଇଁ ତାଙ୍କୁ block କରିଦେଲି ।

ପୁଣି ଏମିତି ଦୁଇଥର WhatsApp sms କଲେ ।
ତାଙ୍କର ଗୋଟେ ଭୁଲ୍ କୁ ସିଏ ଜାଣିପାରୁନଥିଲେ ସବୁବେଳେ Messenger WhatsApp ରେ Same ଧାରାରେ entry କରୁଥିଲେ । ଏଥିପାଇଁ ମୁଁ ତାଙ୍କୁ ସବୁବେଳେ ସଙ୍ଗେ ସଙ୍ଗେ ଚିହ୍ନିଁ ଦୋଉଥିଲି ।

ସେ ଝିଅ ସମୁଦାୟ ୫ଥର ମୋ ସହିତ କଥାହେବା ପରେ ମୁଁ ସବୁ ଥର ତାଙ୍କୁ ଚିହ୍ନିପାରୁଥିବାରୁ ।
ସେ ଝିଅ khuchi khuchi} : ୬ ଥର ବେଳକୁ Priyanka Rajasthan name ରେ ତାଙ୍କ ମୋବାଇଲ୍ ନଂମ୍ବର ର location Rajasthan ରଖି ମତେ WhatsApp ରେ sms କଲେ ।
ମୁଁ } : ସକାଳୁ ତାଙ୍କ sms ଦେଖିଲି, ତାଙ୍କ entry ସବୁବେଳେ Hii କହିବା 2-3 ମିନିଟ୍ ପରେ Hello କହୁଥିଲେ । ଏଥିପାଇଁ ମୁଁ ତାଙ୍କୁ ସଙ୍ଗେ ସଙ୍ଗେ ଚିହ୍ନିଦେଲି ତାଙ୍କ ନଂମ୍ବର location ଦେଖିଲି । location ରେ Rajasthan ଥିଲା କିନ୍ତୁ ଓଡ଼ିଶାର ସେ ନମ୍ବର ।
ମୁଁ } : ଭାବିଲି ଏ ଝିଅର ଉଦେଶ୍ଯ କଣ ଅଛି location Rajasthan କାହିଁକି ରଖିଲା ।
ମୁଁ } : ତାଙ୍କୁ ପଚାରିଲି ମୋ ନମ୍ବର କେମିତି ପାଇଲ।
ସେ ଝିଅ } : କହିଲା facebook ରୁ
ମୁଁ କହିଲି } : ok
ସେ ଝିଅ } : ମତେ Hindi ରେ sms କଲା ।
ମୁଁ } : ଭାବିଲି ଏ ଝିଅର କିଛି ବଡ଼ ଚକ୍ରାନ୍ତ ଅଛି ।
ମୁଁ } : କହିଲି ତମେ English typing କର ସେ ଝିଅଟା ଅଧିକ ଚତୁର ପାଇଁ ସଙ୍ଗେ ସଙ୍ଗେ ବୋକାମି ବୁଦ୍ଧି ପ୍ରୟଗ କଲା । ସେ ସଙ୍ଗେ ସଙ୍ଗେ English typing କରିଲା ।
ସେ ଝିଅ ମତେ କହିଲା } : ମୁଁ S*x କରିବି ।
ମୁଁ ଭାବିଲି } : ଏ ଝିଅ ମୋ ପଛରେ ଟଙ୍କା ପାଇଁ ଗୋଡେଇ ଗୋଡ଼େଇ ପାରିଲାନି,କିଛି ବଡ଼ ବଦନାମ କରିବା ଚକରରେ ଏମିତି ଅସଭ୍ୟ ଧାରା ପ୍ରୟୋଗ କରିଛି ।
ମୁଁ କହିଲି } : ମତେ ଏସବୁ ପସନ୍ଦ ନୁହେଁ ।
ମୁଁ କହିଲି } : ତମେ S*x girl କି ।
ସେ ଝିଅ କହିଲା } : ହଁ
ମୁଁ ଭାବି } : Facebook Messenger ରେ କେବଳ ଏମିତି ଭୁଲ୍ ଭାଲ କଥା କିଛି ଅସଭ୍ୟ ପୁଅ କହିପାରନ୍ତି । କିନ୍ତୁ ଏ ଝିଅଟା ଆମ ଓଡ଼ିଆ ଝିଅ ହେଇ ଏମିତି S*x କଥା କାହିଁକି କହୁଛି । ପୁଣି
ସେ ଝିଅ } : କହିଲା ମୁଁ କେବଳ video call ରେ S*x କରିବି ।
ମୁଁ ଜାଣିଦେଲି } : ଏ ଝିଅଟା ମୋ ପାଖରୁ କୌଣସି ମାଧ୍ୟମରେ ଟଙ୍କା ଲୁଟି ପାରିନଥିବାରୁ blackmail କରିବାକୁ ଏ planning ପ୍ରୟଗ କରିଛି ।
ମୁଁ ଭାବିଲି } : ଠିକ୍ ଅଛି ତୁ କେତେ ଚାଲାଖି ମୁଁ ଦେଖୁଛି ରହ । ଏଥିପାଇଁ ନିଜେ ସଜାଗ ରହିଲି ।

ସେ ଝିଅ } : ମୋ ସହିତ କଥା ହେବା ମଧ୍ୟରେ ଥରେ video call କରିଦେଲା , ମୁଁ receive କରିବା ସଙ୍ଗେ ସଙ୍ଗେ ଜସ୍ଟ ଲକ୍ଷ କରିଛି ସେ ଝିଅଟା ଖଟ କି ଚେୟାର ଉପରେ ବସିଥିଲା ମୁଁ ଭଲ ଭାବରେ ଦେଖିନି କିନ୍ତୁ ସପୂର୍ଣ୍ଣ ଉଲଙ୍ଘନ ଥିଲା
ମୁଁ } : ସଙ୍ଗେ ସଙ୍ଗେ call କାଟିଦେଲି ।
ମତେ ଅତ୍ୟନ୍ତ ଲଜ୍ଜା ଅନୁଭବ ହେଲା ,
ସେ ଝିଅ } : ପୁଣି ବାରମ୍ବାର video call କଲା ମୁଁ ଦୁଇତିନିଥର call cancel କରି ଦିନ 2-2.30ହେବ ଶୋଇଥିଲି ।
ମୋ ସାଙ୍ଗ ଟୁଟୁ } : ତା charger କଣ ହୋଇଥିଲା ତା ମୋବାଇଲ୍ charge ହେଉ ନଥିଲା । ସିଏ ସେହି ସମୟରେ charger ମାଗିବାକୁ ଆସିଥିଲା ।
ମୁଁ ତାକୁ କହିଲି } : ଏମିତି ଗୋଟେ ଝିଅ ମତେ ପାଞ୍ଚ ଥର ହଇରାଣ କରିବା ପରେ ଛଅ ଥର ବେଳକୁ location ବଦଳେଇ ଖରାପ କଥା କହୁଛି କଣ କରିବା ।
ମୋ ସାଙ୍ଗ ଟୁଟୁ କହିଲା } : ପ୍ରଭାତ ମତେ ଦେ ମୁଁ ସୋଦିବି
ମୁଁ କହିଲି } : ସୋଦିଲେ କିଛି ଲାଭହେବନି Block କରିଦେବା ଭଲ ହେବ ,
ମୋ ସାଙ୍ଗ କହିଲା } : ତୁ ପୁଣି ଏମିତି ଆଗକୁ ହଇରାଣ ହେବୁ ସବୁବେଳେ ।
ମୁଁ } : କହିଲି ହଁ ତୁ ଠିକ୍ କହୁଛୁ ଯିଏ ଛଅ ଥର ହଇରାଣ କଲାଣି ସିଏ ନିହାତି ପୁଣି ହରାଇ କରିବ ।ଠିକ୍ ଅଛି ତୁ ପାଟି ଚୁପ୍ କରି ତାକୁ ଲିମିଟ୍ ରଖି reply କର ।
ମୋ ସାଙ୍ଗ କହିଲା ଠିକ୍ ଅଛି } : ମୁଁ କଥା ହେଉଛି କହି ସେ କଥାହେଲା ।
ସେ ଝିଅ } : ମୋ ସାଙ୍ଗ ଟୁଟୁକୁ sms ରେ ବାରମ୍ବାର video call ରେ S*x କରିବାକୁ କହୁଥିଲା । ମୋ ସାଙ୍ଗ ଟୁଟୁ ସେ ଝିଅକୁ back side କୁ ଯିବାକୁ କହୁଥିଲା । ସେ ଝିଅ ମୋ ସାଙ୍ଗ ସହିତ କଣ କେମିତି video call ରେ s*x କଲେ ମୁଁ ଜାଣିନି ।

କିନ୍ତୁ ମୁଁ } : ଗୋଟେ କଥା ଅନୁଭଲ କଲି ସେ ଝିଅ କୌଣସି ଏକ ବେଶ୍ୟା ଲାଇନ୍ ରେ କାମ କରୁଛି । ନହେଲ ଆମ ଓଡ଼ିଆ ଝିଅମାନେ କେବେବି କୌଣସି ପରିସ୍ଥିତିରେ ପୁଅମାନଙ୍କୁ video call ରେ S*x କରିବାକୁ ବ୍ୟତିବେସ୍ତ ହେବେନି ।
ପୁଅମାନେ } : ଝିଅମାନଙ୍କୁ ହଇରାଣ କରନ୍ତି ସତ କିନ୍ତୁ କୌଉ ଦୁନିଆରେ ଝିଅମାନେ କେବେ ପୁଅମାନଙ୍କୁ ଟଙ୍କା ଓ ଲଜ୍ଜା କଥା ନେଇକି ହଇରାଣ କରିବେନି । ଏସବୁ ଟଙ୍କା ଓ ଲଜ୍ଜା କଥାକୁ ନେଇ କେବଳ ଓଡ଼ିଶାର ବେଶ୍ୟା ଲାଇନ୍ ରେ କାମ କରୁଥିବା ଝିଅମାନେ ଏହିକାମ କରିଥାନ୍ତି ।
ମୁଁ } : ଏସବୁ ଲେଖିବାର କାରଣ
Social media ରେ ଅନେକ ଯୁବପିଢି ନିଜର ଅଜ୍ଞାନତା ପାଇଁ ପ୍ରେମ ମାଧ୍ୟମରେ ହେଉ କି ଅନ୍ୟ କିଛି ମାଧ୍ୟମରେ ହେଉ ବହୁତ ଟଙ୍କା ହରାଇ ଠାକାମିରେ ସିକାର ହେଉଛନ୍ତି । ଏହା ଲେଖିବା ଦୂରା ଅନେକ ଯୁବପିଢି ସଚ୍ଚେତନ ଓ ସତର୍କ ରହିବେ ।
ମୁଁ } : ଛୋଟ ବେଳରୁ ବ୍ରହ୍ମଚର୍ୟା ପାଳନ କରି ଆଧ୍ଯାତ୍ମିକ ପରିବେଶରେ ଜୀବନ ବିତେଇ ଆସୁଥିବାରୁ ମୋର brain automatic ବହୁତ powerful
। ମୋ ଚିନ୍ତା ଧାରାରେ ଗୋଟେ ଅଦ୍ଭୁତ ଶକ୍ତି ଛୋଟ ବେଳରୁ ରହି ଆସୁଛି । ଏଥିପାଇଁ ମତେ କିଏ ମିଛ କି ସତ କହିଲେ ମୁଁ ସେମାନଙ୍କର ଦୁଇ ତିନିପଦ କଥାରୁ ଧରିଦିଏ । ମତେ 26 ବର୍ଷ complete ହେବା ପର୍ଯ୍ୟନ୍ତ ମୋର ବ୍ରହ୍ମଚର୍ଯ୍ୟା ପାଳନ ରହିବ ଏଥିପାଇଁ ପୃଥିବୀ କେହି ଜନ୍ମ ନେଇନି ମତେ ଠକାମିରେ ସମୁଖୀନ କରିପାରିବ । କେବଳ ମୋର ବ୍ରହ୍ମଚର୍ଯ୍ୟା ପାଇଁ ମୁଁ ବଡ଼ ବଡ଼ ଠକାମିରୁ ବଞ୍ଚିଗଲି ।
କିନ୍ତୁ } : ଓଡ଼ିଶାର ସମସ୍ତ ଯୁବପିଢି ପ୍ରାକୃତିକ ଚାଲାଖ ହୁଅନ୍ତୁ ଜୀବନରେ ନେଇଥିବା ପ୍ରତ୍ୟେକ ନିସ୍ପତି ନେବା ପୂର୍ବରୁ 100 ଥର ଭଲ ଭାବରେ ଚିନ୍ତା କରନ୍ତୁ ।
ଆଜିକାଲି Love ରେ
ଝିଅମାନଙ୍କ ପାଇଁ ବଡ଼ ଦାଇତ୍ବ କଥା } : ଯେଉଁ ଝିଅମାନେ relationship ଅଛନ୍ତି , marriage ନହେବା ଯାଏଁ ନିଜ ଶରୀରକୁ ସୁରକ୍ଷିତ ରଖନ୍ତୁ ।
ପୁଅମାନଙ୍କ ପାଇଁ ବଡ଼ ଦାଇତ୍ବ } : କୌଣସି ପରିସ୍ଥିତିରେ ନିଜ gf କୁ marriage ନହେବା ଯାଏଁ ମୋଟା ଅଙ୍କର ଟଙ୍କା ଦିଅନ୍ତୁ ନାହିଁ ।
ଏ ପୋଷ୍ଟକୁ ବହୁତ ମାତ୍ରାରେ ସମସ୍ତେ ଶେୟାର କରନ୍ତୁ social media ଠକାମିରୁ ଠାରୁ ସମସ୍ତେ ସଚ୍ଚେତନ ରହିପାରିବେ ।

Address

At/ps Mangal Pur
Jajpur
755011

Website

Alerts

Be the first to know and let us send you an email when Odia Dunia-ଓଡ଼ିଆ ଦୁନିଆ posts news and promotions. Your email address will not be used for any other purpose, and you can unsubscribe at any time.

Share

Category