Shimilipalia

Shimilipalia "Assistant Administration,Technician and Social Worker."

03/03/2026

22/02/2026

" ବିବାହ "

ବିବାହ ହେଉଛି ଜୀବନ ର ସବୁଠୁ ବଡ଼ ଜୁଆ ଜୀବନ ସାଥ୍‌ ଭଲ ହେଲେ ଜୀବନ ଟା ସ୍ବର୍ଗ .... ।
ଆଉ ଜୀବନ ସାଥୀ ଖରାପ ହେଲେ ଜୀବନ ଟା ନର୍କ ..... ||

22/02/2026

ଯେଉଁମାନେ ବିଶ୍ବାସରେ ବିଷ ଦେଇ ଥାଆନ୍ତି ସେମାନେ କେବେ ହେଲେ ଖୁସିରେ ରହି ପାରନ୍ତି ନାହିଁ ତୁମେ ଅନ୍ୟକୁ କନ୍ଦେଇଛ ମାନେ ତୁମେ ନିହାତି କାନ୍ଦିବ

17/02/2026

ପ୍ରେମ ଆଉ ପସନ୍ଦ ଭିତରେ ଫରକ୍ କଣ ?

ଗୌତମ ବୁଦ୍ଧ କହିଥିଲେ....
ଯେବେ ଆପଣ ଫୁଲକୁ ପସନ୍ଦ କରନ୍ତି,
ତ ତାକୁ ତୋଳି ଆଣନ୍ତି....କିନ୍ତୁ
ଯେବେ ଆପଣ ଫୁଲକୁ ପ୍ରେମ କରନ୍ତି,
ସେ ଗଛକୁ ପାଣି ଦେଇ ବଞ୍ଚାଇବା ପାଇଁ ଚେଷ୍ଟା କରନ୍ତି 🌹🙏🏻

07/02/2026

କଳଙ୍କିନି..........
କିଏ କୁହେ ତାକୁ ଅଲାଜୁକି ନାରୀ କିଏ କୁହେ ବାରାଙ୍ଗନା
କିଏ କୁହେ ପୁଣି ଅଣ୍ଡିରୀଚଣ୍ଡୀ ସେ ଛାତିରେ ରଖୁନି କନା.....
ଦୁନିଆ ଆଗରେ ନିର୍ଲଜ ନାମରେ ଉପାଧି ପାଇଛି ସିଏ
ଭାତ ଖାଇବାକୁ ପେଟ କାହିଁ ଆଉ ଗାଳି ଖାଇ ଲୁହ ପିଏ....
ବକ୍ଷରେ ଥୋଇଛି ଯୋଡ଼ା ହିମାଳୟ ଅଣ୍ଟାରେ ରଞକ ଘର
ଗାଆଁର ମାଇପି ଭର୍ଷାରେ ଜଳନ୍ତି ପାଆନ୍ତେକି ଦେହ ତାର....
ପାଶ୍ଚାତ୍ୟ ପୋଷାକ ପିନ୍ଧୁ ପିନ୍ଧୁ ଆଖିରେ ଆଙ୍ଗୁଠି ଶହେ
ଚରିତ୍ର ହରଣ ନିମିଷକେ ହୁଏ ବେଲଜ୍ୟା ଦୁନିଆ କୁହେ....
ଦୁନିଆ ପାଇଁକି କଳଙ୍କିନି ସିଏ ମୋହରି ପାଇଁକି ସତୀ
ନଗ୍ନତା ଆଗରେ ଦେହ ସେ ବିକିନି ପାତିନି କା ଆଗେ ଛାତି....

07/02/2026

ଚାତୁର୍ଥି ରାତି.........(୨)
ରାତି ବଢୁଥିବ ତାତି ବଢୁଥିବ ମିଶିବ ଗରମ ଦେହ
ଓଠ କହୁଥିବ ନାଇଁ ନାଇଁ ବୋଲି ଆଖି କହୁଥିବ ହଅଁ....
ଝରକା ଫାଙ୍କରୁ ଜହ୍ନ ଚାହୁଁଥିବ ବେଲଜ୍ଯା ପୁରୁଷ ପରି
ଜାଣି ଜାଣି ତାକୁ ଇର୍ଷାରେ ଜାଳିବି ତୁମକୁ ବାହୁରେ ଭିଡ଼ି....
ଧୂରେ ଧୂରେ ହାତ ପାହାଡ଼ ଛୁଇଁବ ଶୋଷରେ ଖୋଜିବ କୂଅ
ଲାଜେଇ ଶିହରୀ କହୁଥିବ ତୁମେ ଦୟାକରି ଦୂରେ ରୁହ........
ଆଖୁରୁ ତୁମର ଲୋତକ ଝରିବ ବହିବ ପ୍ରେମର ବନ୍ୟା,
ନାରୀଟିଏ ହେବ ମୋହରି ପରଶେ କାଲି ଯିଏ ଥୂଲା କନ୍ୟା....
ଦୁଇ ଦେହ ହେବ ଗୋଟିଏ ସେଦିନ ଦୁଇ ମନ ହେବ ଏକ
ସାତ ଜନମରେ ମୋହରି ରହିବ ଏତିକି ମାଗିବ ଭିକ......

07/02/2026

ଚାତୁର୍ଥି ରାତି.........(୧)
ନିତମ୍ବ ଚୁମ୍ବୀତ କେଶରେ ତୁମର ରଜନୀଗନ୍ଧାର ଖୋସା,
ଖୋସା ବାନ୍ଧୁବାନ୍ଧୁ କେଶକୁ ଘ୍ରାଣିବି ଭରି ଦେବି ପ୍ରେମ ନିଶା....
ନିଃଶ୍ବାସର ଗତି ହେଉଥିବ ତୀବ୍ର ଖଇ ଫୁଟୁ ଥିବ ତାତି
କାମୁକ ନିଆଁରେ ଜଳୁଥିବ ଦେହ ସ୍ମୃତି ପାଲଟିବ ରାତି.....
ଲୋମ ମୂଳ ତୁମ ଟାଙ୍କୁରୀ ଉଠିବ ପାଇବ ଯେବେ ମୋ ସ୍ପର୍ଶ
ଦୁଇ ଆଖି ତୁମ ମୁଜି ହୋଇଯିବ ମେଣ୍ଟିବ କାମନା ଶୋଷ....
ଅଣ୍ଟାସୂତା ମୁହିଁ ଧୀରେ ଖୋଲିଦେବି ଗ୍ରୀବାରେ ଥିବ ମୋ ଓଠ
ଲାଜେଇ ଝାଳେଇ ମୁରୁକି ହସିବ ମୁହେଁ ଥିବ ଦୁଇ ହାତ....

07/02/2026

ପରକୀୟା ପ୍ରୀତି........
ଆରେଞ୍ଜ୍ ମ୍ୟାରେଜ୍ କରିବା ଦିନଠୁଁ ପ୍ରେମ ଯାଇଥିଲି ଭୁଲି
ପ୍ରେମର ଦିବସ ଆସୁଛି ଜାଣି ମୁଁ ପ୍ରେମ କରିବି ଭାବିଲି....
ଫେକ୍ ଆଇଡି ଇଁଷ୍ଟାରେ ଖୋଲିଲି ଖୋଜିଲି କନିଆଁ କେତେ
ଖୋଜୁ ଖୋଜୁ ଜଣେ ତରୁଣୀ ପାଇଲି ଅର୍ପିତା ପରିକା ସତେ....
ଧିରେ ଧିରେ ଆମେ ପ୍ରେମାଳାପ ହେଲୁ ଗପିଲୁ ଗହନ କଥା ପ୍ରେମର ଦିବସ ମିଶିକି ପାଳିବୁ ପାଞ୍ଚିଲୁ ଯୋଜନା ପନ୍ଥା....
ମାଇପ କହିଲା ଜାଗର କରିବ ଯିବ ସିଏ ବାପ ଘର
ମନେ ମନେ ମୁହିଁ ଖୁସିରେ ନାଚିଲି ଅଦିନେ ଆସିଲା ଜ୍ବର....
କହିଲି ଘରଣୀ ନିଜେ ଚାଲି ଯାଅ ପୁଅକୁ ସାଥ୍‌ରେ ନିଅ
ଦେହ ଭଲ ହେଲେ ଆଣି ଯିବି ମୁହିଁ ନିଇତି ଯତନେ ରୁହ....
ପ୍ରେମିକାକୁ ମୁହିଁ କରିଲି ମେସେଜ କେବେ କୁହ ଦେଖା ହେବା
ଚଉଦ ତାରିଖ ପ୍ରେମର ଦିବସ ଝାଉଁ ବଣ ଆମ୍ଭେ ଯିବା....
ଚଉଦ ତାରିଖ ସକାଳ ହୋଇଲା ପହଞ୍ଚିଲି ଯାଇ ପାର୍କ
ଶହ ଶହ ପ୍ରେମୀ ଯୁଗଳ ଭିଡ଼ରେ ଧନକୁ କରିପାରୁନି ମାର୍କ....
ପଚାରିଲି ଆହେ କେଉଁଠାରେ ଅଛ ହୋଇଲିଣୀ ଅସ୍ତ ବ୍ୟସ୍ତ ଆଲିଙ୍ଗନ ପାଇଁ ମନ ମୋ ବ୍ୟାକୁଳ କାମନା ଜ୍ବାଳାରେ ଶକ୍ତ.....
ବ୍ଲାକ୍ ଲେଗିନ୍ସ ହ୍ୱାଇଟ୍ ଟଅପ ପିନ୍ଧିଥିବ ଯେଉଁ ଝିଅ
ଖୋଲା କେଶ ସିଏ ଛାଡ଼ି ଅଛି ଆଜି ତାହାକୁ ଯାଇକି ଛୁଅଁ...
ଧୂରେ ଧୂରେ ଯାଇ ପଛକୁ ତାହାରି ମୂଜି ଦେଲି ଦୁଇ ଆଖି
ହାୟରେ ବିଧାତା ମୁଣ୍ଡକୁ ପିଟିଲି ମାଇପ କୁ ମୋର ଦେଖି....
ଲାଜ ସରମରେ ମୁଣ୍ଡ ନଇଁ ଗଲା ଗେରସ୍ତ ମାଇପୀ ଦୁହେଁ ପରକୀୟା ପ୍ରୀତି ଦୁହିଁଙ୍କର ଏଠି ଭାଷା ନାହିଁ ଆଉ ମୁହେଁ......
**************(ସମାପ୍ତ )*******************

06/02/2026

ଶେଷ ନିଶ୍ବାସ ଯାଏ ମାନେ ରଖିବ, କେହିଜଣେ ହୃଦୟ ସମର୍ପି ଥିଲା ...
ମିଳିବାର ଆଶା ବି ନଥିଲା କିନ୍ତୁ ତଥାପି ପାଗଳଙ୍କ ପରି ଭଲ ପାଇଥିଲା....

03/02/2026

ମୁଁ ବାଧ୍ଯ କରିବିନି ମୋ ସହ କଥା ହେବାକୁ କାରଣ ମୁଁ ବୁଝି ସାରିଛି ତୁ ମୋ ସହ କଥା ନହେଇକି ବି ଖୁସିରେ ଅଛୁ..

ତୋ ଖୁସି ଠୁ ଅଧିକ ମତେ ଆଉ କଣ ଦରକାର୍..!

25/01/2026

କାହାକୁ ମିଥ୍ୟା ପ୍ରେମ କରି କାହାର ଭାବନା ସହ ଖେଳନ୍ତୁ ନାହିଁ।ବେଳେବେଳେ ଭଙ୍ଗା ହୃଦୟର ଅଭିଶାପ ଜୀବନକୁ ନଷ୍ଟ କରିଦିଏ....

Address

Khejuri, Gudugudia
Jashipur
757034

Website

https://www.instagram.com/shimilipalofficial?igsh=MW9ja204MmQ0eGt0cA%3D%3D

Alerts

Be the first to know and let us send you an email when Shimilipalia posts news and promotions. Your email address will not be used for any other purpose, and you can unsubscribe at any time.

Share

Category