Agargati Patha "ଅଗ୍ରଗତି ପଥ"

Agargati Patha "ଅଗ୍ରଗତି ପଥ" ଆଗକୁ ଯିବା ପାଇଁ ନିହାତି ସଠିକ ପଥ ଟିଏ ଦରକାର ଯେଉଁଠି କି ଚାଲି ଆଗକୁ ଅଗ୍ରଗତି କରିପାରିବା l

30/07/2023

ଜୀବନରେ ଆଗକୁ ଯିବାକୁ ହେଲେ ପ୍ରଥମେ ଆମକୁ ଲକ୍ଷ୍ୟ ନିର୍ଣ୍ଣୟ କରିବାକୁ ପଡେ l ଆମର ଯଦି କୌଣସି ଲକ୍ଷ୍ୟ ନାହିଁ ହେଲେ ଆମେ ରାସ୍ତା କେମିତି ଖଜି ପାଇବା l

29/12/2022

🙏ଆଡ଼ଭାନ୍ସ ନୂତନ ବର୍ଷର ହାର୍ଦ୍ଧିକ ଅଭିନନ୍ଦନ 2023.
ଆପଣଙ୍କୁ ଆଉ ଆମ ପାଇଁ ଏହି ବର୍ଷ ନୂତନ ରୂପ, ହସ, ଖୁସି ଆଣି ଆସୁଛି l ଆପଣ ଆସନ୍ତୁ "ନିଜେ ବଞ୍ଚ ଆଉ ଅନ୍ୟକୁ ବଞ୍ଚାଓ" ଆମର ଉଦେଶ୍ୟକୁ ସଫଳ କରନ୍ତୁ lllll

25/12/2022

🙏🙏🙏
ଆପଣଂକୁ ଆମ ଅଗ୍ରଗତି ପଥ ତରଫରୁ ସ୍ୱାଗତ ଜଣାଉଛି l ଆମ ପେଜ ରେ ଆପଣମାନେ ଆସି ନିଜର କୌଣସି ଵି ପଥ ବାଛିଛନ୍ତି ତାହା ଆପଣଙ୍କ ପାଇଁ ଆଉ କାହା ପାଇଁ ଯଦି ସାହାଯ୍ୟକାରୀ ହୁଏ ହେଲେ ଆପଣଙ୍କ ସାହାଯ୍ୟ ଏହି ପେଜ ରେ ଦେହି ପାରିବେ l

Address

Nabarangpur
Nowrangapur
764059

Website

Alerts

Be the first to know and let us send you an email when Agargati Patha "ଅଗ୍ରଗତି ପଥ" posts news and promotions. Your email address will not be used for any other purpose, and you can unsubscribe at any time.

Share

Category